Dictionaries | References

ପହଞ୍ଚାଇବା

   
Script: Odia

ପହଞ୍ଚାଇବା

ori.wordnet.indo | Oriya  Oriya |   | 
 verb  ଏପରି କରିବା ଯେପରିଁ କୌଣସି ବସ୍ତୁ ବା ବ୍ୟକ୍ତି ଗୋଟିଏ ସ୍ଥାନରୁ ଚାଲିକରି ଅନ୍ୟ ଏକ ସ୍ଥାନକୁ ଆସିଯିବ   Ex. ମୁଁ ଆପଣଙ୍କ ଜିନିଷ ଯଥା ସ୍ଥାନରେ ପହଞ୍ଚାଇ ଦେଲି/ ମୁଁ ପ୍ରଥମେ ଜେଜେଙ୍କୁ ଘରେ ଛାଡ଼ିବି ତାପରେ ଆସିବି
ONTOLOGY:
परिवर्तनसूचक (Change)कर्मसूचक क्रिया (Verb of Action)क्रिया (Verb)
SYNONYM:
ଛାଡ଼ିକି ଆସିବା
 verb  କାହା ସହିତ କୌଣସି ସ୍ଥାନ ପର୍ଯ୍ୟନ୍ତ ଯିବାକୁ ପଡ଼େ କାରଣ ରାସ୍ତାରେ ତା ଉପରେ କୌଣସି ବିପତ୍ତି ଆସିବ ନାହିଁ   Ex. ହଜିଯାଇଥିବା ଛୁଆକୁ ମୁଁ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇଲି
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
Wordnet:
mniꯊꯤꯟꯕꯤꯕ
 verb  କୌଣସି ବିଷୟରେ କାହାକୁ ବରାବର କରିଦେବା   Ex. ମୋ ବାପା ମୋତେ ପଢ଼ାଲେଖା କରି ଏହି ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି
ONTOLOGY:
अवस्थासूचक क्रिया (Verb of State)क्रिया (Verb)
   see : ଦେବା, ଦେଖାଇବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP