Dictionaries | References

ଉଠାଇବା

   
Script: Odia

ଉଠାଇବା

ori.wordnet.indo | Oriya  Oriya |   | 
 verb  ସ୍ଥାନ ତ୍ୟାଗ କରିବା   Ex. ସେ ନିଜେ ବସିବାପାଇଁ ସୋହନକୁ ଚଉକି ଉପରୁ ଉଠାଇଲେ
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
 verb  ଚଢ଼ିବାରେ ପ୍ରବୃତ୍ତ କରିବା   Ex. ଚାକର ବିକଳାଙ୍ଗ ଜେଜେଙ୍କୁ ଉଠେଇ ଖଟ ଉପରକୁ ଉଠାଇଲା
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
Wordnet:
asmউঠাই দিয়া
mniꯀꯥꯈꯠꯍꯅꯕ
 verb  କ୍ୟାମେରାରେ ଫୋଟୋ ଉଠେଇବା   Ex. ରୂପେନ୍ଦ୍ର ବହୁତ ଭଲ ଫଟ ଉଠାଏ
HYPERNYMY:
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
SYNONYM:
ଫଟ ଉଠାଇବା ଫୋଟୋ ଉଠାଇବା
 verb  ଉପର ଆଡ଼କୁ ସଙ୍କୁଚିତ ହେବା   Ex. ହାତ ଧୋଇବାପାଇଁ ସେ ତା କମିଜକୁ ବାହୁଉପରକୁ ଉଠାଇଲା
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
SYNONYM:
ଊର୍ଦ୍ଧ୍ୱଗାମୀ କରିବା
 verb  (ସଙ୍ଗୀତ) ତୀବ୍ର କରିବା   Ex. ଗୁରୁମା ଭଜନ ଗାଇବା ସମୟରେ ନିଜର ସ୍ୱରକୁ ବହୁତ ଉଠାନ୍ତି
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
Wordnet:
bdसायाव लां
kasہیوٚرکھالُن , تَھدِ وَنُن
mniꯋꯥꯡꯈꯠꯄ
 verb  ଉଚ୍ଚା କରିବା   Ex. ମୁଁ ଅଭିବାଦନ କରିବାରୁ ଟେବୁଲ ଉପରେ ଝୁଙ୍କି କାମ କରୁଥିବା ଆକାଉଣ୍ଟାଣ୍ଟ ମୁଣ୍ଡ ଉଠାଇଲେ
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
 verb  ଅଚାନକ ପ୍ରସ୍ତାବ ଦେବା ବା ଆରମ୍ଭ କରିବା   Ex. ଏବେ ବାପାଙ୍କ ମୃତ୍ୟୁହେବା ମାସେ ବି ନ ହେଉଣୁ ଭାଇ ବଣ୍ଟାବଣ୍ଟି କଥା ଉଠାଇଲେଣି
HYPERNYMY:
ଉଠାଇବା
 verb  ଘର ବା କାନ୍ଥ ଆଦି ତିଆରି କରିବା   Ex. ମିସ୍ତ୍ରୀ ଓ ଶ୍ରମିକମାନେ ଏବେ କାନ୍ଥ ଉଠାଉଛନ୍ତି
HYPERNYMY:
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
Wordnet:
mniꯌꯨꯝ꯭ꯁꯥꯕ
nepबेरा लाउनु
urdاٹھانا , بنانا , تیارکرنا , اونچاکرناکھڑاکرنا
 verb  ଭଡ଼ାରେ ଦେବା   Ex. ମୁଁ ମୋ ଘରର ଅଧା ଭାଗ ଭଡାରେ ଉଠାଇଛି
HYPERNYMY:
ONTOLOGY:
अवस्थासूचक क्रिया (Verb of State)क्रिया (Verb)
Wordnet:
hinभाड़े पर देना
malവാടകയ്ക്ക് കൊടുക്കുക
marभाड्यावर देणे
tamவாடகைக்கு விடு
 verb  କଥାବସ୍ତୁଆଦି ଆରମ୍ଭ କରିବା   Ex. ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା / ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
ONTOLOGY:
संप्रेषणसूचक (Communication)कर्मसूचक क्रिया (Verb of Action)क्रिया (Verb)
Wordnet:
malഉയര്ത്തു ക
mniꯄꯨꯈꯠꯂꯛꯄ
urdاٹھانا , چھیڑنا , شروع کرنا , نکالنا
 verb  ପଦ, ମର୍ଯାଦା, ବର୍ଗଆଦିରେ ବଢ଼ାଇବା   Ex. ତାକୁ ଏକାଥରକେ ଷଷ୍ଠଶ୍ରେଣୀକୁ ଉଠାଇଲେ / ଅଧ୍ୟାପକ ତାକୁ ବହୁତ ଉପରେ ରଖିଛନ୍ତି
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
Wordnet:
malസ്ഥാനകയറ്റം കൊടുക്കുക

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP