Dictionaries | References

ବସାଇବା

   
Script: Odia

ବସାଇବା

ori.wordnet.indo | Oriya  Oriya |   | 
 verb  କାହାକୁ ବସିବାପାଇଁ ପ୍ରବୃତ୍ତ କରିବା   Ex. ସେ ପିଲାକୁ ଚଉକିଉପରେ ବସାଉଛି
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
 verb  କୌଣସି ପଦରେ ନିଯୁକ୍ତ କରିବା   Ex. ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କୁ ତକ୍ଷଶିଳାଋ ସିଂହାସନରେ ବସାଇଲେ
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 verb  କୌଣସି ବସ୍ତୁ ଆଦିରେ ଅନ୍ୟ କୌଣସି ବସ୍ତୁକୁ ଆସୀନ କରିବା   Ex. ବଣିଆ ସୁନାମୁଦିରେ ହୀରା ବସାଇଲା
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
 verb  ସିଝିବା ପାଇଁ ଆଞ୍ଚ ଉପରେ ରଖିବା   Ex. ଭାତ ରୋଷେଇ କରିବା ପାଇଁ ସେ ଚୁଲି ଉପରେ କୁକର ବସେଇଲା
HYPERNYMY:
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
 verb  ବସାଇବା କାମ ଅନ୍ୟ କାହାଦ୍ୱାରା କରାଇବା   Ex. ଜେଜେ କାନ୍ଦୁଥିବା ପିଲାଟିକୁ ଘୋଡ଼ାରେ ବସାଇଲେ
ONTOLOGY:
प्रेरणार्थक क्रिया (causative verb)क्रिया (Verb)
 noun  ବସାଇବାର କ୍ରିୟା   Ex. ଯନ୍ତ୍ରପାତିର ଅଂଶକୁ ବସାଇବାପାଇଁ କାରିଗରକୁ ଅସୁବିଧା ହେଉଛି
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 verb  ଭଲ ଭାବରେ ସ୍ଥିର କରିବା   Ex. ରାଜମିସ୍ତ୍ରୀ ଚଟାଣରେ ଟାଇଲ ବସାଉଛି
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
   see : ସ୍ଥାପନ କରିବା, ଚଢାଇବା, ଉଠାଇବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP