noun କୌଣସି ସ୍ଥାନରୁ ଗଛଲତା ଓପାଡି ଆଣି ଅନ୍ୟ ସ୍ଥାନରେ ଲଗାଇବାର ପ୍ରକ୍ରିୟା
Ex.
ବର୍ଷାକାଳ ଆରୋପଣ କରିବାର ସବୁଠାରୁ ଭଲ ସମୟ ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
noun ଅଧିକାରପୂର୍ବକ କାହା ଉପରେ କୌଣସି ଖଜଣା ବା ଶୁଳ୍କ ଲଗାଇବାର କ୍ରିୟା
Ex.
ସରକାରୀ ଆରୋପଣରୁ ରକ୍ଷାପାଇବାପାଇଁ ଉପାୟ କଣ ? ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
noun ସ୍ଥାପିତ କରିବାର କ୍ରିୟା
Ex.
କୃତ୍ରିମ ଅଙ୍ଗର ଆରୋପଣଯୋଗୁଁ କେତେକ ବିକଳାଙ୍ଗଙ୍କୁ ସୁବିଧା ମିଳିଛି noun ଊତକରେ କୌଣସି କୃତ୍ରିମ ଅଙ୍ଗକୁ ସ୍ଥାୟୀ ରୂପରେ ବସାଇବା ବା ଲଗାଇବାର କ୍ରିୟା
Ex.
ଆଜିକାଲି ଆଖିରେ ଲେନ୍ସର ଆରୋପଣ ସହଜ ହୋଇଯାଇଛି ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
SYNONYM:
ଅଙ୍ଗ ଆରୋପଣ ଅଙ୍ଗାରୋପଣ ଇମ୍ପ୍ଲାଣ୍ଟ ଇଂପ୍ଲାଂଟ
Wordnet:
benআরোপন
gujઆરોપણ
hinआरोपण
kanಅಂತರ್ನಿವೇಶನ
kasاِمپِلاںٛٹ , لاگُن
kokआरोपण
malപിടിപ്പിക്കല്
panਰੋਪਣ
sanआरोपणम्