Dictionaries | References

ଚଢ଼ାଇବା

   
Script: Odia

ଚଢ଼ାଇବା

ori.wordnet.indo | Oriya  Oriya |   | 
 verb  ଖାତା, କାଗଜ ଆଦିରେ ଲେଖିବା   Ex. ମହାଜନ ଗ୍ରାହକକୁ ପଇସା ଦେଇ ତାକୁ ହିସାବ ଖାତାରେ ଚଢ଼ାଇଲା
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
Wordnet:
benলিখে রাখা
kasدَرٕجۍ کَرُن
malവരവ് വൈയ്ക്കുക
mniꯏꯁꯤꯟꯕ
nepलेख्‍नु
urdچڑھایا , ٹانکنا , درج کرنا , داخل کرنا
 verb  ସିତାରା, ଢୋଲ ଆଦିର ଡୋରି ବା ତାର କଷିବା ବା ଟାଣିବା   Ex. ଢୋଲକିଆ ଢୋଲ ଚଢ଼ାଉଛି
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
 verb  ଢୋଲ, ସୀତାର ଆଦିର ଡୋରି ବା ତାର କଷିବା   Ex. ବୀଣାରେ ତାର ଚଢ଼ା ଯାଇଛି
ONTOLOGY:
अवस्थासूचक क्रिया (Verb of State)क्रिया (Verb)
 verb  କାହାକୁ ଅଧିକ ମହତ୍ୱ ଦେବା   Ex. ମା ଛୋଟ ଭାଇକୁ ଅଧିକ ଚଢ଼ାଇଛନ୍ତି
Wordnet:
ben(মাথায়)চড়ানো
kasنَخَن کھالُن
mniꯅꯥꯎ ꯆꯥꯎꯍꯟꯕ
 verb  କାହାରିଦ୍ୱାରା ଶ୍ରଦ୍ଧାପୂର୍ବକ ଦେବତା,ସମାଧି ଆଦି ଉପରେ ଅର୍ପିତ ହେବା   Ex. ଗାନ୍ଧୀଜୀଙ୍କ ସମାଧି ଉପରେ ପ୍ରତିଦିନ ତାଜା ଫୁଲ ଚଢ଼ାଯାଏ
HYPERNYMY:
 verb  ଗୋଟିଏ ଜିନିଷ ଉପରେ ଆଉଗୋଟିଏ ଜିନିଷକୁ ଲଗାଇବା ବା ଲଖାଇବା   Ex. ରାଜଗୀର କାନ୍ଥରେ ପଲସ୍ତରା ଚଢ଼ାଉଛି ବଣିଆ ରୁପା ପାଉଁଜିରେ ସୁନାପାଣି ଚଢ଼ାଇଲା
ONTOLOGY:
परिवर्तनसूचक (Change)कर्मसूचक क्रिया (Verb of Action)क्रिया (Verb)
   see : ସମର୍ପଣ କରିବା, ଲଦାଇବା, ଉଠାଇବା, ପିଇବା, ଉଠାଇବା, ବସାଇବା, ଉଠାଇବା, ଅର୍ପଣ କରିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP