ଯେଉଁ ଅବସ୍ଥାରେ କେତେକ ବସ୍ତୁ ବା ବିଷୟ ବାରମ୍ବାର ବ୍ୟବହାରରେ ଆସେ କିମ୍ବା ପ୍ରଚଳିତ ରହେ
Ex. ଆଜିକାଲି ସହରମାନଙ୍କରେ ପଶ୍ଚିମୀ ବସ୍ତ୍ରର ପ୍ରଚଳନ ବଢ଼ୁଛି
ONTOLOGY:
अवस्था (State) ➜ संज्ञा (Noun)
ଜାରୀ ବା ପ୍ରଚଳନ କରିବା ବା ବ୍ୟବହାରରେ ଆଣିବାର କ୍ରିୟା
Ex. କମ୍ପାନୀର ନୂଆ ଉତ୍ପାଦଗୁଡିକୁ ପ୍ରଚଳନରେ ଆଣିବାକୁ ଏତେ ଡେରି ହେଉଛି କାହିଁକି?
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)