Dictionaries | References

ବାହାର କରିବା

   
Script: Odia

ବାହାର କରିବା

ori.wordnet.indo | Oriya  Oriya |   | 
 verb  କୌଣସି ବାସନ ଭିତରୁ କିଛି ଜିନିଷଆଦି ବାହାର କରିବା   Ex. ମନିଶ ଛୋଟ ଡେକଚିରୁ ଭାତ ବାହାରକଲା
HYPERNYMY:
ବାହାର କରିଦେବା
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
 verb  କୌଣସି ନୂଆ ବସ୍ତୁ ତିଆରି କରିବା ବା ନୂଆ କଥା ଖୋଜି ବାହାରକରିବା   Ex. ଟାଟା କାରର ଚାରିଟା ନୂଆ ମଡ଼େଲ ବାହାରିଛି
ONTOLOGY:
अवस्थासूचक क्रिया (Verb of State)क्रिया (Verb)
Wordnet:
mniꯄꯨꯊꯣꯛꯄ
nepनिकाल्नु
urdنکلنا , ایجادہونا
 verb  ବାହାର କରିଦେବା   Ex. ଠିକାଦାର ଦଶଜଣ ଶ୍ରମିକକୁ ବାହାର କରିଦେଲେ
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
Wordnet:
gujછટણી કરવી
marकाढून टाकणे
mniꯂꯧꯊꯣꯛꯄ
nepछाँट्‍नु
 verb  ଖୋଜିକରି ଆଗରେ ରଖିବା   Ex. ପୋଲିସ ଚୋର ଘରୁ ଚୋରି ମାଲ ବାହାରକଲେ
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 verb  ରେଖା ପରି ସିଧାରେ ଦୂର ପର୍ଯ୍ୟନ୍ତ ଯାଇଥିବା ବସ୍ତୁର ନିର୍ମାଣ କରିବା   Ex. ସରକାର ଏହି ବନ୍ଧରୁ ଆଉ ଏକ କେନାଲ ବାହାର କଲେ
HYPERNYMY:
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 verb  ଭିତରେ ପଶିଥିବା ଜିନିଷକୁ ବାହାର କରିବା   Ex. ବାରିକ ପାଦର କଣ୍ଟାକୁ ବାହାରକଲା
HYPERNYMY:
ବାହାର କରିଦେବା
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 verb  କୌଣସି ବସ୍ତୁରେ ପଡ଼ିଥିବା ବସ୍ତୁକୁ ବାହାର କରିବା କିମ୍ବା ହଟାଇବା   Ex. ସେ କ୍ଷୀରରେ ପଡ଼ିଥିବା ମାଛିକୁ ବାହାର କଲା
HYPERNYMY:
ବାହାର କରିଦେବା
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
SYNONYM:
ହଟେଇ ଦେବା
Wordnet:
kanಎತ್ತಿ ಹಾಕು
   see : ଅଲଗା କରିବା, ଆବିଷ୍କାର କରିବା, ଖୋଲିବା, କାଢ଼ିବା, ଉଠାଇବା, ପ୍ରଚଳନ କରିବା, ଉଦ୍ଧାର କରିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP