ଏକ ପ୍ରକାରର ପ୍ରଚଳିତ ପଞ୍ଜାବୀ ଗାନା
Ex. ପରମଜୀତ ତା ସାଙ୍ଗମାନଙ୍କୁ ଟପ୍ପା ଶୁଣାଉଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଏକ ପ୍ରକାର ଗୀତ ଯେଉଁଥିରେ ଗଳାର ସ୍ବରରେ ବିଶେଷ ପ୍ରକାରରେ ବହୁତ ଛୋଟଛୋଟ ଅଂଶ ବାହାରେ
Ex. ଲକ୍ଷ୍ନୌର ଗୁଲାମ ନବୀ ଶୋରୀରେ ଟପ୍ପାର ପ୍ରଚଳନ କରିଥିଲେ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ତିଲୱାଡା ତାଳରେ ବଜାଯାଉଥିବା ସଙ୍ଗୀତର ଏକ ପ୍ରକାର ତାଳ
Ex. ବାଦକ ଟପ୍ପା ଶିଖାଉଛନ୍ତି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)