Dictionaries | References ମ ମୁଠା Script: Odia Meaning Related Words ମୁଠା ori.wordnet.indo | Oriya Oriya Rate this meaning Thank you! 👍 noun ଧରିବାର କାର୍ଯ୍ୟ Ex. ତାର ମୁଠା ଢିଲା ହେବାରୁ ମାଛ ପାଣିକୁ ଡେଇଁ ପଡ଼ିଲା ONTOLOGY:शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:asmধৰা gujપકડ hinपकड़ kanಹಿಡಿದುಕೊಳ್ಳು kasتَھپ kokपकड sanबन्धनम् telపట్టుకొనుట urdگرفت , پکڑ noun ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ Ex. ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା HYPONYMY:ମୁଥ MERO COMPONENT OBJECT:ଆଙ୍ଗୁଳି ONTOLOGY:शारीरिक अवस्था (Physiological State) ➜ अवस्था (State) ➜ संज्ञा (Noun) SYNONYM:ମୁଠି ମୁଷ୍ଟିWordnet:bdमुथि benমুঠি gujમુઠ્ઠી hinमुट्ठी kanಮುಷ್ಟಿ kasمۄٹھ malമുഷ്ടി marमूठ mniꯈꯨꯕꯥꯝ nepमुट्ठी panਮੁੱਠੀ sanमुष्टिः tamகைமுட்டி telపిడీకిలి urdمٹھی , مشت noun ଯେତିକି ବସ୍ତୁ ମୁଠାଭିତରେ ରହିପାରିବ Ex. ସେ ତିନି ଚାରି ମୁଠା ଚାଉଳ ବାହାରକରି ଭିକାରୀକୁ ଦେଲେ ONTOLOGY:वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ମୁଠିWordnet:gujમુઠ્ઠીભર tamகைப்பிடி telపిడికెడు noun ଗୋଟିକ ଉପରେ ଗୋଟିଏ ରଖାହୋଇଥବା ଏକାଧରଣର ଗୋଟିଏ ଆକାର-ପ୍ରକାରର ଜିନିଷସମୂହ Ex. ବାପା ତାସ ମୁଠା ମଗାଇଲେ HYPONYMY:ଦିସ୍ତା ରିମ୍ MERO MEMBER COLLECTION:ବସ୍ତୁ ONTOLOGY:समूह (Group) ➜ संज्ञा (Noun)Wordnet:asmবাণ্ডিল bdगाद्दि benবাণ্ডিল gujથપ્પી hinगड्डी kasگۄنٛدُر kokगठ्ठो marगड्डी sanस्तिभिः telగదులపెట్టె urdگڈی See : ଚାପୁଆଣି Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP