Dictionaries | References

ମୁଠା

   
Script: Odia

ମୁଠା

ori.wordnet.indo | Oriya  Oriya |   | 
 noun  ଧରିବାର କାର୍ଯ୍ୟ   Ex. ତାର ମୁଠା ଢିଲା ହେବାରୁ ମାଛ ପାଣିକୁ ଡେଇଁ ପଡ଼ିଲା
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ   Ex. ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା
HYPONYMY:
MERO COMPONENT OBJECT:
ONTOLOGY:
शारीरिक अवस्था (Physiological State)अवस्था (State)संज्ञा (Noun)
 noun  ଯେତିକି ବସ୍ତୁ ମୁଠାଭିତରେ ରହିପାରିବ   Ex. ସେ ତିନି ଚାରି ମୁଠା ଚାଉଳ ବାହାରକରି ଭିକାରୀକୁ ଦେଲେ
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
SYNONYM:
 noun  ଗୋଟିକ ଉପରେ ଗୋଟିଏ ରଖାହୋଇଥବା ଏକାଧରଣର ଗୋଟିଏ ଆକାର-ପ୍ରକାରର ଜିନିଷସମୂହ   Ex. ବାପା ତାସ ମୁଠା ମଗାଇଲେ
MERO MEMBER COLLECTION:
ONTOLOGY:
समूह (Group)संज्ञा (Noun)
   see : ଚାପୁଆଣି

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP