Dictionaries | References

ଜାଲ

   
Script: Odia

ଜାଲ

ori.wordnet.indo | Oriya  Oriya |   | 
 noun  ତାର ବା ସୂତାଆଦିରେ ତିଆରି ହୋଇଥିବା ସେହି ପରଦା ଯାହାର ବ୍ୟବହାର ମାଛ, ଚଢ଼େଇଆଦିଙ୍କୁ ଧରିବାରେ କରାଯାଏ   Ex. ଶେଷରେ କପୋତଟି ଶିକାରୀ ଜାଲରେ ପଡ଼ିଗଲା
HYPONYMY:
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
 noun  ଯେଉଁ ଜାଲରେ ବୁଢ଼ିଆଣୀ କୀଟ-ପତଙ୍ଗମାନଙ୍କୁ ଧରେ   Ex. ଛୋଟ ଛୋଟ କୀଟ ଜାଲରେ ପଡ଼ି ବୁଢ଼ିଶିକାର ହୁଅନ୍ତି
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
SYNONYM:
 noun  ଏକ ପ୍ରକାରର ତୋପ   Ex. ଶତ୍ରୁମାନେ ଜାଲ ଦ୍ୱାରା ଦୁର୍ଗକୁ ଧ୍ୱଂସ କରିଦେଲେ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ମୋତିଆବିନ୍ଦୁ ଯୋଗୁଁ ଆଖି ପିତୁଳା ଆଗରେ ପଡ଼ୁଥିବା ଝିଲ୍ଲି   Ex. ମୋତିଆବିନ୍ଦୁ ଯୋଗୁଁ ଆଖିରେ ଜାଲ ପଡ଼ି ଯାଇଛି
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
 noun  ଏକାଠି ବୁଣାଯାଇଥିବା ବା ଗୁନ୍ଥାଯାଇଥିବା ଅନେକ ବସ୍ତୁର ସମୂହ   Ex. ଶରୀରରେ ତନ୍ତୁଗୁଡ଼ିକର ଜାଲ ବିଛେଇ ହୋଇଛି
MERO COMPONENT OBJECT:
ONTOLOGY:
समूह (Group)संज्ञा (Noun)
 noun  ସୂତାରେ ବୁଣାଯାଇଥିବା ଯେଉଁ ଖେଳ ଉପକରଣର ଦୁଇ ପାଖରେ ଟେନିସ୍ ଆଦି ଖେଳରେ ଖେଳାଳିମାନେ ଠିଆ ହୋଇ ଖେଳନ୍ତି   Ex. ଟେନିସ୍ ଖେଳିବାପାଇଁ ପିଲାମାନେ ଟେନିସ୍ କୋର୍ଟରେ ଜାଲ ବାନ୍ଧୁଥିଲେ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
Wordnet:
kasجال , زال , نٮ۪ٹ
mniꯅꯦꯠ
telవల
urdجال , نیٹ
 noun  ଫୁଟ୍ ବଲ୍, ହକି ଆଦି ଖେଳରେ ଜାଲଦ୍ୱାରା ଘେରାଯାଇଥିବା ଗୋଲ୍ ପୋଷ୍ଟ୍   Ex. ସେ ବଲ ଜାଲକୁ ମାରିଲା
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
SYNONYM:
ନେଟ୍‌
Wordnet:
malവല
urdجال نیٹ
 noun  ସୂତା, ତାର, ବା ରସି ଆଦି ଦ୍ୱାରା ସମାନ ଅନ୍ତରାଳରେ ଛାଡ଼ିଛାଡ଼ି ବୁଣା ଯାଇଥିବା ଏକ ଉପକରଣ   Ex. ଫଳ ଦୋକାନରେ କିଛି ଫଳ ଜାଲରେ ଟଙ୍ଗାହୋଇଥିଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ନେଟ୍‌
Wordnet:
kasجَال , نَٹ
mniꯖꯥꯂꯤ
 noun  ଏପରି କରାଯାଇଥିବା ବ୍ୟବସ୍ଥା ବା ପରିସ୍ଥିତି ଯେଉଁଥିରେ ପଶିଲେ ମୁକୁଳିବାର ବାଟ ନଥାଏ   Ex. ପୁଲିସ୍ ଖୁଣୀକୁ ଧରିବା ଲାଗି ଜାଲ ବିଛାଇ ଚାଲିଛି
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
   see : ଅଚଳ, ଫାନ୍ଦ, ଗାଞ୍ଜିଆ, ଫାନ୍ଦ, ଭସ୍ମ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP