Dictionaries | References

ଢାଳିବା

   
Script: Odia

ଢାଳିବା

ori.wordnet.indo | Oriya  Oriya |   | 
 verb  କୌଣସି ଜିନିଷର ସାମଗ୍ରୀକୁ ଛାଞ୍ଚରେ ଢାଳି ତାହାକୁ ତିଆରି କରିବା   Ex. କାରିଗର ଚୀନାମାଟିରେ ଖେଳନା ଢାଳୁଛି
ENTAILMENT:
HYPERNYMY:
ONTOLOGY:
निर्माणसूचक (Creation)कर्मसूचक क्रिया (Verb of Action)क्रिया (Verb)
 verb  ତରଳ ପଦାର୍ଥକୁ ଗୋଟିଏ ପାତ୍ରରୁ ଅନ୍ୟ ପାତ୍ରରେ ଢାଳିବା   Ex. ମା ଢାଳରୁ ଗ୍ଲାସକୁ ଦୁଧ ଢାଳୁଛି
ONTOLOGY:
कर्मसूचक क्रिया (Verb of Action)क्रिया (Verb)
 verb  ଢାଳିବା ବା ବହିବାପାଇଁ ପ୍ରବୃତ୍ତ କରିବା   Ex. ଏହି ତେଲରେ ଝିଟିପିଟି ପଡ଼ିଯାଇଛି - ଏହାକୁ ନଳାରେ ଢାଳିଦିଅ
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
Wordnet:
 verb  ପକାଇକରି ବୁହାଇବା   Ex. ସେ ବାସିପାଣିକୁ କିଆରୀରେ ଢାଳିଦେଲା
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
Wordnet:
benবইয়ে দেওয়া
urdڈھرکانا , ڈھلانا , ڈھارنا
 verb  କୌଣସି ସ୍ଥାନରେ ବା ବସ୍ତୁ ଆଦିରେ ରଖା ହୋଇଥିବା ପଦାର୍ଥ ଆଦିକୁ ଅନ୍ୟ ଜାଗାରେ ବା ବସ୍ତୁ ଆଦିରେ ରଖିବା   Ex. ଏହି ଗରାର ପାଣିକୁ ଅନ୍ୟ ଗରାରେ ଢାଳିଦିଅ
ONTOLOGY:
कर्मसूचक क्रिया (Verb of Action)क्रिया (Verb)
 verb  ତରଳ ପଦାର୍ଥକୁ ଗୋଟିଏ ବାସନରୁ ଅନ୍ୟ ବାସନକୁ ଢାଳିବା   Ex. ପିପାର ତେଲ କଡ଼େଇରେ ଢଳାଯାଇଛି
ONTOLOGY:
होना क्रिया (Verb of Occur)क्रिया (Verb)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP