Dictionaries | References

ପ୍ରଲେପ

   
Script: Odia

ପ୍ରଲେପ

ori.wordnet.indo | Oriya  Oriya |   | 
 noun  କିଛି ବସ୍ତୁ ଉପରେ କୌଣସି ଜିନିଷର ଯେଉଁ ପରସ୍ତ ଦିଆଯାଏ   Ex. କୁମ୍ଭାର ମାଠିଆ ଉପରେ ମାଟିର ପ୍ରଲେପ ଦେଉଛି
HYPONYMY:
ଫପସା ପ୍ରଲେପ
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
SYNONYM:
 noun  ସୁଗନ୍ଧିତ ପଦାର୍ଥଗୁଡ଼ିକୁ ଦେହରେ ଲଗାଇବା କ୍ରିୟା   Ex. ଠାକୁର ସାହେବ ବାସନାତେଲ ପ୍ରଲେପ ନ କରି ଘରୁ ବାହାରକୁ ଯାଆନ୍ତି ନାହିଁ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ରଙ୍ଗ ଲଗାଇବା ପୂର୍ବରୁ କାନ୍ଥରେ ଲଗାଯାଉଥିବା ଏକ ଧଳା ଲେପ   Ex. ପ୍ରଲେପ ଲଗାଇବା ପୂର୍ବରୁ କାନ୍ଥକୁ ଭଲ ଭାବେ ଘଷାଯାଏ
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
Wordnet:
 noun  କପଡ଼ା ଉପରେ ଗୋଟିଏ ପ୍ରକାରର ମାଟି ବା ରାସାୟନିକ ପଦାର୍ଥ ପକାଇ ପ୍ରସ୍ତୁତ ଗୋଟିଏ ଚିକିତ୍ସୀୟ ପଟୀ ଯାହା ତ୍ୱଚାରେ ଲଗାଇ ଦିଆଯାଏ   Ex. ଗତିହୀନ କରିବା,ଔଷଧ ଢାଳିବା,ଅସ୍ଥିଭଙ୍ଗରେ ଜଖମକୁ ସୁନିଶ୍ଚିତ କରିବା, ଜଖମକୁ ରକ୍ଷା କରିବା ଅଥବା ପ୍ରଲେପ ପଟୀକୁ ଏହି ସ୍ଥାନରେ ରଖିଦେବା ଲାଗି କରାଯାଇଥାଏ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP