ମନରେ ସବୁବେଳେ ରାଗଆଦି ବଜାୟ ରଖିବା
Ex. ମନରେ ଆଦୌ ରାଗ ରଖ ନାହିଁ
ONTOLOGY:
मानसिक अवस्थासूचक (Mental State) ➜ अवस्थासूचक क्रिया (Verb of State) ➜ क्रिया (Verb)
କାହାର ସ୍ତ୍ରୀକୁ ପତ୍ନୀ ରୂପରେ ରଖିବା
Ex. ଜମିଦାର ରାମୁର ବୋହୂକୁ ନିଜ ଘରେ ରଖିଲା
ONTOLOGY:
कार्यसूचक (Act) ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
kasزَنانہِ ہِنٛد پٲٹھۍتھاوٕنۍ
ରହିବାକୁ ସ୍ଥାନ ଦେବା
Ex. ଅତିଥିମାନଙ୍କୁ ଘରେ ରଖାଯାଏ
ONTOLOGY:
भौतिक अवस्थासूचक (Physical State) ➜ अवस्थासूचक क्रिया (Verb of State) ➜ क्रिया (Verb)
Wordnet:
mniꯂꯦꯛꯍꯟꯕ
urdٹھہرانا , ٹکانا , قیام کرانا
ସ୍ଥିତ କରିବା
Ex. ସିନ୍ଦୁକରେ ମୂଲ୍ୟବାନ ଜିନିଷ ଯତ୍ନରେ ରଖାଯାଏ
ONTOLOGY:
() ➜ कर्मसूचक क्रिया (Verb of Action) ➜ क्रिया (Verb)
ମନରେ ଧାରଣ କରିବା ବା ଜ୍ଞାନ, ଗୁଣଆଦି ଯୁକ୍ତହେବା
Ex. ସେ ବିଜ୍ଞାନ ବିଷୟରେ ବହୁତ ଖବର ରଖୁଛି
ONTOLOGY:
कार्यसूचक (Act) ➜ कर्मसूचक क्रिया (Verb of Action) ➜ क्रिया (Verb)
ନିଜେ ସୁରକ୍ଷାରେ ରଖିବା ବା ଅଧିକାରକୁ ଆଣିବା
Ex. ପଡ଼ୋଶୀଙ୍କ ଗହଣା ମୁଁ ନିଜ ପାଖରେ ରଖିଛି / ସେ ଗୋଟେ ଗାଈ ରଖିଛି
ONTOLOGY:
() ➜ कर्मसूचक क्रिया (Verb of Action) ➜ क्रिया (Verb)
କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
Ex. ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
କୌଣସି ପରୀକ୍ଷା ଆଦିରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ପାଇବା ବା ମୂଲ୍ୟାଙ୍କନ କରାଯିବା
Ex. ଏହି ପରୀକ୍ଷାରେ ସେ ଭଲ ନମ୍ବର ରଖିଲା
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
Wordnet:
malമാർക്ക് കരസ്ഥമാക്കുക
urdاعدادپانا , نمبرحاصل کرنا କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
Ex. କୋଠରୀକୁ ସଫା ରଖ / ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
କାହାକୁ ରୋକିରଖିବା ବା ତିଆରି ରଖିବା ବା ସୁରକ୍ଷିତରଖିବା
Ex. କିଛି ବସ୍ତୁକୁ ରଖିବା ମୋର ଆୟତ୍ତରେ ନାହିଁ
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)