ଶରୀରର ବଳ
Ex. ପୌଷ୍ଟିକ ଭୋଜନ ନ ମିଳିଲେ ବଳ କମିଯାଏ
ONTOLOGY:
गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଜଣେ ଅସୁର
Ex. ପୁରାଣରେ ବଳର ବର୍ଣ୍ଣନା ମିଳିଥାଏ
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ଯେଉଁ ଅସୁରକୁ ଇନ୍ଦ୍ର ମାରିଥିଲେ
Ex. ପୁରାଣରେ ବଳର ବର୍ଣ୍ଣନା ମିଳିଥାଏ
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ରାଜ୍ୟ ବା ଶାସନର ସଶସ୍ତ୍ର ସୈନିକ ଆଦିଙ୍କର ଯେଉଁ ବର୍ଗଙ୍କ ସହାୟତାରେ ଯୁଦ୍ଧ,ସୁରକ୍ଷା,ଶାନ୍ତି ସ୍ଥାପନ ଆଦି କାର୍ଯ୍ୟ ହୋଇଥାଏ
Ex. ଆମ ରାଜ୍ୟରେ ପୋଲିସ ବଳ ବହୁତ ସଶକ୍ତ
ONTOLOGY:
समूह (Group) ➜ संज्ञा (Noun)