କୌଣସି ବାସନରେ କୌଣସି ଜିନିଷ ରଖି, ତାହାର ମୁହଁ ବନ୍ଦକରି ତାହାକୁ ନିଆଁଉପରେ ପକାଇବାର କ୍ରିୟା
Ex. ଦମ ଦିଆଯାଇ ଏହି ତରକାରୀ ତିଆରି ହୋଇଛି
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
kanಕಷ್ಟಪಟ್ಟು
malദം
telఆవిరి
urdدَم
ଦରୀ ବୁଣାଳୀଙ୍କ ଏକପ୍ରକାରର ତିନିକୋଣିଆ କମାନୀ ଯେଉଁଥିରେ ତିନୋଟି ଲମ୍ବାର କାଠଖଣ୍ଡ ଏକାଠି ବନ୍ଧା ଯାଇଥାଏ
Ex. ବୁଣାକାର ଦମରେ ଦରୀ ବୁଣୁଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ମହାଭାରତ ଯୁଗର ଜଣେ ପ୍ରାଚୀନ ମହର୍ଷି
Ex. ଦମଙ୍କ ଉଲ୍ଲେଖ ମହାଭାରତରେ ମିଳେ
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ପୁରାଣାନୁସାରେ ବଭ୍ରଙ୍କ କନ୍ୟା ଇନ୍ଦ୍ରସେନାଙ୍କ ଗର୍ଭରୁ ଜନ୍ମ ହୋଇଥିବା ପବନ ରାଜାଙ୍କ ନାତି
Ex. ଦମ ବେଦ-ବେଦାଙ୍ଗରେ ବହୁତ ବଡ ଜ୍ଞାନୀ ତଥା ଧନୁର୍ବିଦ୍ୟାରେ ନିପୁଣ ଥିଲେ
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ସଙ୍ଗୀତରେ କୌଣସି ସ୍ବରର ଏପରି ଲମ୍ବା ରାହା ଯାହା ଗୋଟିଏ ନିଶ୍ବାସରେ ସାରିବାକୁ ହୁଏ
Ex. ଗାୟକର ଗଳାର ଦମକୁ ଶୁଣିକରି ସମସ୍ତେ ତାଳିମାରିବାକୁ ଲାଗିଲେ
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ମାଙ୍କେଡିଆର ଏପରି କାମ ଯେଉଁଥିରେ ଭାଲୁର ମୁହଁରେ କାଠ ବା ହାତ ରଖି ଶ୍ବାସ ନେବା ଆଣିବା ଶିଖାଇଥାଏ
Ex. କୁହାଯାଏକି ଦମରେ ଭାଲୁର ଜୀର୍ଣ୍ଣ କ୍ରିୟା ଠିକ୍ ହୋଇଥାଏ ଏବଂ ସେ ଶାନ୍ତ ରହିଥାଏ
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)