Dictionaries | References ଆ ଆଟୋପ Script: Odia Meaning Related Words ଆଟୋପ ori.wordnet.indo | Oriya Oriya Rate this meaning Thank you! 👍 noun ଅତ୍ୟଧିକ ଫୁଲିବା ବା ବ୍ୟାପିବାର କ୍ରିୟା Ex. ଶାରିରୀକ ଆଟୋପପାଇଁ ବେଳେବେଳେ ହରମନଗୁଡିକ ଦାୟୀ ବୋଲି ଗ୍ରହଣ କରାଯାଇଛି ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:benহর্মোণ gujઆટોપ sanस्थूलता urdقراقر noun ପେଟରେ ହେଉଥିବା ଗୁଡୁଗୁଡୁ ଶବ୍ଦ Ex. ବାୟୁ କାରଣରୁ ହିଁ ଆଟୋପ ହୋଇଥାଏ ONTOLOGY:प्राकृतिक घटना (Natural Event) ➜ घटना (Event) ➜ निर्जीव (Inanimate) ➜ संज्ञा (Noun)Wordnet:benপেট গুরগুর kokगुडगुड sanआटोपः urdگُڑگُڑاہٹ noun ଅନ୍ୟମାନଙ୍କୁ ନିଜ ବଳ ଏବଂ ବୈଭବ ଅତ୍ୟନ୍ତ ବଢାଇକରି ଦେଖାଇବାପାଇଁ ଯେଉଁ ଆଡମ୍ବର ବା ସମାରୋହ କରାଯାଏ Ex. ଆଜିକାଲି ପ୍ରତ୍ୟେକ ସ୍ଥାନରେ ଆଟୋପର ହିଁ ପ୍ରତିପତ୍ତି ଅଧିକ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ବାହ୍ୟ ଆଡମ୍ବର ଦେଖେଇହବା ଲୋକଦେଖାଣିଆ ଦୃଶ୍ୟWordnet:benবাহ্যাড়ম্বর sanआत्मश्लाघनम् urdتفاخر Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP