Dictionaries | References

ଶକ୍ତି

   
Script: Odia

ଶକ୍ତି

ori.wordnet.indo | Oriya  Oriya |   | 
 noun  ଏଭଳି ଏକ ତତ୍ତ୍ୱ ଯାହା କୌଣସି କାର୍ଯ୍ୟ କରେ, କରାଏ ବା କ୍ରିୟାକର୍ମ ରୂପରେ ନିଜର ପ୍ରଭାବ ଦେଖାଏ   Ex. ଏହି କାର୍ଯ୍ୟ କରିବା ସମୟରେ ଆପଣଙ୍କ ଶକ୍ତିର ପରିଚୟ ମିଳିବ
ONTOLOGY:
गुण (Quality)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
Wordnet:
hinशक्ति
kasطاقت , ہِمَت , جُرَت , زور
mniꯄꯥꯡꯒꯜ
urdقوت , طاقت , حوصلہ , ہمت , زور , صلاحیت , دم خم , مضبوطی , بل بوتہ
 noun  ତନ୍ତ୍ରରେ ବର୍ଣ୍ଣିତ ଜଣେ ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କର ଉପାସନା କରୁଥିବା ଲୋକମାନଙ୍କୁ ଶାକ୍ତ କୁହାଯାଏ   Ex. ପ୍ରାଚୀନକାଳରୁ ଶକ୍ତିଙ୍କ ଉପାସନା ଚାଲିଆସିଛି
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
Wordnet:
bdगोहोनि मोदाइजो
urdشکتی , ایشوری , ایشورا"
 noun  କୌଣସି କାମଆଦିକୁ କରିବାପାଇଁ ଉପଯୋଗ ହେଉଥିବା ଶକ୍ତି   Ex. ସୂର୍ଯ୍ୟ ଶକ୍ତିର ଏକ ବହୁତ ବଡ଼ ସ୍ରୋତ
ONTOLOGY:
अमूर्त (Abstract)निर्जीव (Inanimate)संज्ञा (Noun)
 noun  ଯେଉଁ ଯୋଗ୍ୟତା ବା ସାମର୍ଥ୍ୟ ଯୋଗୁଁ କାହାଠାରେ କିଛି କରିପାରିବାର ବଳ ଆସେ   Ex. କିଛି ଲୋକ ନିଜ ଶକ୍ତିର ଦୁରୁପଯୋଗ କରନ୍ତି
ONTOLOGY:
गुण (Quality)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
 noun  କୌଣସି ବିଶିଷ୍ଟ ଦେବତାଙ୍କ ଯେଉଁ ପରାକ୍ରମ ବା ଶକ୍ତି ତାଙ୍କ ପତ୍ନୀରୂପେ ଗ୍ରହଣ କରାଯାଏ   Ex. ଗୌରୀ ଶିବଙ୍କର ଓ ଲକ୍ଷ୍ମୀ ବିଷ୍ଣୁଙ୍କ ଶକ୍ତି
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
 noun  ଗୋଟିଏ ମାତ୍ରା ଛନ୍ଦ   Ex. ଶକ୍ତିର ପ୍ରତ୍ୟେକ ପାଦରେ ଅଠରଟି ମାତ୍ରା ଥାଏ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
   see : ପାରିବାପଣ, ସାଙ୍ଗ, ବାହୁବଳ, ସାମର୍ଥ୍ୟ, ସାମର୍ଥ୍ୟ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP