noun ଦାବିବା ଫଳରେ ଉତ୍ପନ୍ନ ହେଉଥିବା ବଳ ବା ଜୋର୍
Ex.
ପାଣିର ଅତ୍ୟଧିକ ଚାପ ଯୋଗୁ ବନ୍ଧ ଭାଙ୍ଗିଗଲା / ତାଙ୍କର ରକ୍ତଚାପ ବହୁତ ବଢ଼ିଗଲା ONTOLOGY:
अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
bdनारथाय
gujદબાણ
hinदबाव
kanಒತ್ತಡ
malമര്ദ്ദം
marदाब
mniꯅꯝꯁꯤꯟꯗꯨꯅ꯭ꯊꯝꯕꯒꯤ꯭ꯃꯑꯣꯡ
tamஅழுத்தம்
telఒత్తిడి
noun କୌଣସି ପୃଷ୍ଠର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପଡ଼ୁଥିବା ଚାପ
Ex.
ବାୟୁମଣ୍ଡଳର ଚାପ ମାପିବାପାଇଁ ଚାପମାପକ ଯନ୍ତ୍ର ବ୍ୟବହାର କରାଯାଏ ONTOLOGY:
अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
bdनारथाय
benচাপ
hinदबाव
kanಒತ್ತುವುದು
kasدَباو
kokदाब
mniꯇꯛꯁꯤꯟꯕꯒꯤ꯭ꯐꯤꯕꯝ
sanभारः
telనొక్కడం
urdدباؤ , داب , پریشر
noun ଅଙ୍ଗଗୁଡ଼ିକୁ ଘେରି ରହିଥିବା ବା ସେଗୁଡ଼ିକୁ ସୁରକ୍ଷା ଦେଉଥିବା ଏକ ହାଡ଼ଯୁକ୍ତ ବକ୍ର ଶାରୀରିକ ଗଠନ
Ex.
ଚାପ ବିଶେଷକରି ପାଦ ଭିତରେ ଥାଏ ONTOLOGY:
शारीरिक वस्तु (Anatomical) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
noun ବୃତ୍ତର ପରିଧିର କୌଣସି ଭାଗ
Ex.
ଗଣିତ ଶ୍ରେଣୀରେ ଶିକ୍ଷକ ଚାପ ଓ ପରିଧି ବିଷୟରେ କହୁଥିଲେ ONTOLOGY:
भाग (Part of) ➜ संज्ञा (Noun)
See : ଧନୁ