Dictionaries | References

ପିଟିବା

   
Script: Odia

ପିଟିବା

ori.wordnet.indo | Oriya  Oriya |   | 
 verb  କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା   Ex. ସିପାହୀ ଚୋରକୁ ଲାଠିରେ ପିଟୁଛି / ସେ ପିଲାଟିକୁ ଗୋଟେ ଚଟକଣି ପକାଇଲା
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
Wordnet:
 verb  କୌଣସି ବସ୍ତୁ, ବ୍ୟକ୍ତି ବା କୌଣସି ଭାଗକୁ ଯୋରରେ ଉଚ୍ଚ ସ୍ଥାନରୁ ତଳକୁ ପକାଇବା   Ex. ପିଲାଟି ଖେଳନାକୁ ପିଟୁଥିଲା
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
Wordnet:
benআছাড় মেরে ফেলা
malപൊക്കിയെടുത്ത് നിലത്തടിക്കുക
mniꯃꯈꯥꯗ꯭ꯏꯟꯊꯕ
 verb  ଆଘାତଦ୍ୱାରା କୌଣସି ବସ୍ତୁକୁ ଚେପଟା କରିବା   Ex. କମାର ଲୁହା ଉପକରଣ ତିଆରିକରିବା ସମୟରେ ତାକୁ ଗରମ କରି ପିଟିଥାଏ
HYPERNYMY:
ପିଟିବା
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
 verb  ଚମଡ଼ା ଆଚ୍ଛାଦିତ କୌଣସି ବାଦ୍ୟକୁ କାଠି ଆଦିଦ୍ୱାରା ବଜାଇବା   Ex. ମାଙ୍କଡ଼ିଆ ଢୋଲ ପିଟୁଛି
ONTOLOGY:
कर्मसूचक क्रिया (Verb of Action)क्रिया (Verb)
   see : ବାଡ଼େଇବା, ବାଡ଼େଇବା, ଠୁକିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP