Dictionaries | References

ମାରିବା

   
Script: Odia

ମାରିବା

ori.wordnet.indo | Oriya  Oriya |   | 
 verb  ଜୀବନ ଶେଷ କରିଦେବା   Ex. ଆତଙ୍କବାଦୀମାନେ ପାଞ୍ଚଜଣ ଲୋକଙ୍କୁ ମାରିଲେ
ONTOLOGY:
विनाशसूचक (Destruction)कर्मसूचक क्रिया (Verb of Action)क्रिया (Verb)
 verb  ଯେପରି କଲେ କୌଣସି ବସ୍ତୁ ଆଦି ବ୍ୟବହାରହୀନ ହୋଇଯାଏ ବା ନିଷ୍କ୍ରିୟ ହୋଇଯାଏ (ବିଶେଷକରି ଖେଳରେ)   Ex. ଚେସ୍ ଖେଳାଳୀ ଗୋଟିଏ ସୈନ୍ୟଦ୍ୱାରା ପ୍ରତିଦ୍ୱନ୍ଦୀର ରାଣୀକୁ ମାରିଲା
ONTOLOGY:
प्रतिस्पर्धासूचक (Competition)कर्मसूचक क्रिया (Verb of Action)क्रिया (Verb)
 noun  ମାରିବାର କ୍ରିୟା ବା ଭାବ   Ex. ମୂଷା ମାରିବା ବିଲେଇ ପକ୍ଷେ ଏତେ ସହଜ ନୁହେଁ
HYPONYMY:
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
 verb  ପ୍ରହାର କରିବା   Ex. ବଲ୍ଟିକୁ ଗୋଡ଼ରେ ମାର
 noun  ଲଟକାଇବା କ୍ରିୟା   Ex. ସବୁ ପୋଷ୍ଟର ଅଠା ଲଗାଇ ମାରିବା ଘଣ୍ଟାକ ଭିତରେ ସରିଯିବ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
   see : ପିଟିବା, ଖେଞ୍ଚିବା, ଲଗାଇବା, ଲଗାଇବା, ଚଳାଇବା, କାଟିବା, କୁଟିବା, ଅଠା ଲଗାଇ ମାରିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP