Dictionaries | References ପ ପହଞ୍ଚିବା Script: Odia Meaning Related Words ପହଞ୍ଚିବା ori.wordnet.indo | Oriya Oriya Rate this meaning Thank you! 👍 verb କୌଣସି ସ୍ଥାନ ପର୍ଯ୍ୟନ୍ତ ବିସ୍ତାରିତ ହେବା Ex. ବନ୍ୟାର ପାଣି ଗାଁ ପର୍ଯ୍ୟନ୍ତ ପହଞ୍ଚିଗଲା HYPERNYMY:ଖେଳେଇ ହେବା ONTOLOGY:अवस्थासूचक क्रिया (Verb of State) ➜ क्रिया (Verb) SYNONYM:ବିସ୍ତାରିତ ହେବା ମାଡ଼ିବାWordnet:asmবিস্তৃত হোৱা bdगोसारफै benপৌঁছে যাওয়া gujપહોંચવું hinपहुँचना kokपावप nepपुग्नु sanप्राप् tamஎட்டு urdپہنچنا , پھیلنا , پھیل جانا verb ଏକ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ପ୍ରାପ୍ତ ହେବା Ex. ରହିମ ଏବେ ମରଣାସନ୍ନ ଅବସ୍ଥାରେ ପହଞ୍ଚିଛନ୍ତି HYPERNYMY:ହେବା ONTOLOGY:अवस्थासूचक क्रिया (Verb of State) ➜ क्रिया (Verb)Wordnet:asmপোৱা bdमोनफै gujપહોંચવું mniꯌꯧꯁꯤꯜꯂꯛꯄ sanआपद् telదగ్గరగా వెళ్ళు urdپہنچنا , وارد ہونا verb ଅଭିପ୍ରାୟ ବା ଉଦ୍ଦେଶ୍ୟ ବୁଝିବା Ex. ମୁଁ ବହୁତ କଷ୍ଟରେ ଏହି କଥାର ମୂଳରେ ପହଞ୍ଚିଲି HYPERNYMY:ବୁଝେଇବା ONTOLOGY:अवस्थासूचक क्रिया (Verb of State) ➜ क्रिया (Verb) SYNONYM:ଉପନୀତ ହେବାWordnet:bdमोनहै benপৌঁছানো kanತಲುಪು malഎത്തിച്ചേരുക marपोहोचणे tamவா telచేరవేయుట urdپہنچنا verb ଖବର ରଖିବା ବା ବୁଝେଇବାରେ ସମର୍ଥ ହେବା Ex. ଅନ୍ତତଃ ମୁଁ ଏହି ନିଷ୍କର୍ଷରେ ପହଞ୍ଚିଲି HYPERNYMY:ହେବା ONTOLOGY:अवस्थासूचक क्रिया (Verb of State) ➜ क्रिया (Verb) SYNONYM:ଉପନୀତ ହେବାWordnet:benর্পৌঁছানো kanಯೋಚಿಸು panਪਹੁੰਚਣਾ telచేరు verb ପଠାଯାଇଥିବା ବା ଆସିଥିବା ବସ୍ତୁ କାହାକୁ ପ୍ରାପ୍ତ ହେବା Ex. ତିନି ସପ୍ତାହ ପୂର୍ବରୁ ପଠାଯାଇଥିବା ଚିଠି ମୋ ପାଖରେ ଏବେ ପର୍ଯ୍ୟନ୍ତ ପହଞ୍ଚିନାହିଁ HYPERNYMY:ମିଳିବା ONTOLOGY:अवस्थासूचक क्रिया (Verb of State) ➜ क्रिया (Verb) SYNONYM:ମିଳିବାWordnet:asmআহি পোৱা gujપહોંચવું kanಸೇರಿಲ್ಲ malഎത്തുക marमिळणे panਪੁਹੰਚਣਾ sanप्राप् telదొరకలేదు urdموصول ہونا , ملنا , دستیاب ہونا verb କୌଣସି ପଦ, ସ୍ଥାନ ଆଦି ପର୍ଯ୍ୟନ୍ତ ପହଞ୍ଚିବା Ex. ବିନୋଦ ଭଳି ମୁଁ ମଧ୍ୟ ଆଜି କଲେକ୍ଟର ପଦ ପର୍ଯ୍ୟନ୍ତ ପହଞ୍ଚିଛି / ନିଜ ପରିଶ୍ରମ ବଳରେ ସେ ଏହି ପର୍ଯ୍ୟନ୍ତ ପହଞ୍ଚିଛନ୍ତି HYPERNYMY:ହେବା ONTOLOGY:अवस्थासूचक क्रिया (Verb of State) ➜ क्रिया (Verb)noun କୌଣସି ସ୍ଥାନରେ ପହଞ୍ଚିବାର ପ୍ରକ୍ରିୟା Ex. ଆଜି ତାଙ୍କର ଭୁବନେଶ୍ୱରରେ ପହଞ୍ଚିବା ଦରକାର ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:asmগৈ পোৱা bdसौहैनाय kanಹೋದನಂತರ kasواتُن malഎത്തിച്ചേരല് tamஅடைதல் telచేరడం urdپہنچنا , آمد , تشریف آوری See : ଆସିବା, ଲାଗିବା Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP