Dictionaries | References

ହେବା

   
Script: Odia

ହେବା     

ori.wordnet.indo | Oriya  Oriya
verb  ସତ୍ତା, ଅସ୍ତିତ୍ୱ, ଉପସ୍ଥିତି ଆଦି ସୂଚିତ କରୁଥିବା ମୁଖ୍ୟ ଏବଂ ସବୁଠାରୁ ଅଧିକ ପ୍ରଚଳିତ କ୍ରିୟା   Ex. ରାମ ସେ କୋଠରୀରେ ଅଛି
HYPONYMY:
ଲୁଟିନେବା
ONTOLOGY:
अवस्थासूचक क्रिया (Verb of State)क्रिया (Verb)
SYNONYM:
ରହିବା ଥିବା
Wordnet:
asmথকা
bdदं
gujછે
kanಇರು
kokआसप
malഉണ്ടാവുക
marअसणे
nep
panਹੋਣਾ
telఉన్నది
urdہونا
verb  ସମ୍ବନ୍ଧ ବା ସଂପର୍କରେ କିଛି ହେବା   Ex. ମନୋଜ ସଂପର୍କରେ ମୋର ଦାଦା ହୁଅନ୍ତି
HYPERNYMY:
ହେବା
ONTOLOGY:
मानसिक अवस्थासूचक (Mental State)अवस्थासूचक क्रिया (Verb of State)क्रिया (Verb)
SYNONYM:
ଲାଗିବା ସମ୍ପର୍କ ହେବା
Wordnet:
gujથવું
malആയിതീരുക
mniꯊꯣꯛꯄ
nepपर्नु
telఅగు
verb  ପ୍ରତିରୂପ ହେବା   Ex. ମାନସ ପୂରାପୂରି ନିଜ ମାଆ ପରି ହୋଇଛି
HYPERNYMY:
ହେବା
ONTOLOGY:
होना क्रिया (Verb of Occur)क्रिया (Verb)
Wordnet:
bdला
ben(কারও)মতো হওয়া
kanಪ್ರತಿರೂಪವಾಗು
malപകര്പ്പാ യിരിക്കുക
mniꯃꯥꯅꯕ
tamஒத்திரு
urdپڑنا , عکس آنا
verb  କୌଣସି ବିଶେଷ ଅବସ୍ଥାରେ ପହଞ୍ଚିବା   Ex. ବାରମ୍ବାର ବ୍ୟବହାର ଯୋଗୁଁ ଏହି ମୋଜା ଢିଲା ହୋଇଗଲାଣି
HYPERNYMY:
ହେବା
ONTOLOGY:
होना क्रिया (Verb of Occur)क्रिया (Verb)
SYNONYM:
ଘଟିବା ପରିଣତ ହେବା ସଂପାଦିତ ହେବା ଉତ୍ପନ୍ନ ହେବା
Wordnet:
kanಸಡಿಲವಾಗು
malഅയഞ്ഞുപോവുക
telపడు
verb  କାହାରି ସଙ୍ଗେ ବ୍ୟକ୍ତିଗତ ବା ବ୍ୟବସାୟିକ ସମ୍ବନ୍ଧ ରଖିବା   Ex. ଶ୍ୟାମାର ଜଣେ ପ୍ରେମିକ ରହିଛି / ତାର ଜଣେ ସହାୟକ ବି ଅଛନ୍ତି
HYPERNYMY:
ହେବା
ONTOLOGY:
होना क्रिया (Verb of Occur)क्रिया (Verb)
SYNONYM:
ରହିବା ଥିବା ଘଟିବା ସଂପର୍କ ଥିବା
Wordnet:
benথাকা (আছ্)
gujહોવું
malആകുക
verb  କୌଣସି ବିଶିଷ୍ଟ ବା ନିଶ୍ଚିତ ଅବସ୍ଥା ବା ସ୍ଥିତିରେ ରହିବା   Ex. ମୁଁ ଅସୁବିଧାରେ ଅଛି / ଆପଣ ଭଲରେ ଅଛନ୍ତି
HYPERNYMY:
ହେବା
ONTOLOGY:
होना क्रिया (Verb of Occur)क्रिया (Verb)
SYNONYM:
ରହିବା
Wordnet:
kasآسُن
sanअस्
telకలిగియుండు
See : ଘଟିବା, ଧରିବା, ହୋଇଯିବା, ରହିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP