Dictionaries | References

ଖାତା

   
Script: Odia

ଖାତା     

ori.wordnet.indo | Oriya  Oriya
noun  କୌଣସି ବିଶେଷ ଆବଶ୍ୟକତାପାଇଁ ପ୍ରସ୍ତୁତ ହୋଇଥିବା ବସ୍ତୁ, ଲେଖା ଆଦିର ସୂଚୀରୁ ପ୍ରତ୍ୟେକ   Ex. ପ୍ରତ୍ୟେକ ଖାତାର ମୂଲ୍ୟ ଅଲଗା
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
SYNONYM:
ଫାଇଲ
Wordnet:
benনথীভুক্ত
panਮੱਦ
urdمد , اندراج
noun  କ୍ରିକେଟ ଆଦି ଖେଳରେ ବ୍ୟାଟସମେନ୍ ଦ୍ବାରା କରାଯାଇଥିବା ପ୍ରଥମ ରନ୍ ବା ବେଟିଙ୍ଗ କରୁଥିବା ଟିମ୍‌ଆଡୁ କରାଯାଇଥିବା ପ୍ରଥମ ରନ୍   Ex. କୌଣସି ବ୍ୟାଟସମ୍ୟାନ୍ ନିଜର ଖାତା ବି ଖୋଲି ପାରିଲେ ନାହିଁ/ଆରମ୍ଭରୁ ଦୁଇ ଓଭର ପର୍ଯ୍ୟନ୍ତ ଆମ ଟିମ୍‌ର ଖାତା ବି ଖୋଲି ନ ଥିଲା
ONTOLOGY:
अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
benখাতা
kasخاتہٕ
malഅക്കൌണ്ട്
See : ଟିପାଖାତା, ହିସାବଖାତା, ପାସବୁକ୍‌

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP