କୌଣସି ବିଶେଷ ଆବଶ୍ୟକତାପାଇଁ ପ୍ରସ୍ତୁତ ହୋଇଥିବା ବସ୍ତୁ, ଲେଖା ଆଦିର ସୂଚୀରୁ ପ୍ରତ୍ୟେକ
Ex. ପ୍ରତ୍ୟେକ ଖାତାର ମୂଲ୍ୟ ଅଲଗା
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)
କ୍ରିକେଟ ଆଦି ଖେଳରେ ବ୍ୟାଟସମେନ୍ ଦ୍ବାରା କରାଯାଇଥିବା ପ୍ରଥମ ରନ୍ ବା ବେଟିଙ୍ଗ କରୁଥିବା ଟିମ୍ଆଡୁ କରାଯାଇଥିବା ପ୍ରଥମ ରନ୍
Ex. କୌଣସି ବ୍ୟାଟସମ୍ୟାନ୍ ନିଜର ଖାତା ବି ଖୋଲି ପାରିଲେ ନାହିଁ/ଆରମ୍ଭରୁ ଦୁଇ ଓଭର ପର୍ଯ୍ୟନ୍ତ ଆମ ଟିମ୍ର ଖାତା ବି ଖୋଲି ନ ଥିଲା
ONTOLOGY:
अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)