Dictionaries | References ସ ସ୍ପର୍ଶ Script: Odia Meaning Related Words ସ୍ପର୍ଶ ori.wordnet.indo | Oriya Oriya Rate this meaning Thank you! 👍 noun ଗୋଟିଏ ବସ୍ତୁ ଅନ୍ୟ ବସ୍ତୁସହ ସଂଯୋଗ କରିବା ବା ଛୁଇଁବା ପ୍ରକ୍ରିୟା Ex. ସାପୁଆକେଳା ବାରମ୍ବାର ସାପକୁ ସ୍ପର୍ଶ କରୁଥିଲା/ଅମ୍ଳ ସଂସ୍ପର୍ଶରେ ଆସିଲେ ଲିଟ୍ମସ୍ ପେପର ଲାଲ ହୋଇଯାଏ HYPONYMY:ଆଉଁଷା ସଂଗ୍ରହଣ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ସଂସ୍ପର୍ଶWordnet:asmস্পর্শ bdदांनाय benসংস্পর্শ gujસ્પર્શ hinस्पर्श kanಸ್ಪರ್ಶ kasاتھہٕ لاگُن kokस्पर्श malസ്പർശം marस्पर्श mniꯁꯣꯛꯄ nepस्पर्श panਛੂਹਣਾ sanसम्पर्कः tamதொடுதல் telస్పర్శ urdلمس , مس , متصل , رابطہ , تعلق noun ଗ୍ରହଣ ସମୟରେ ସୂର୍ଯ୍ୟ ଅଥବା ଚନ୍ଦ୍ର ଉପରେ ଛାୟା ପଡିବାର କ୍ରିୟା ବା ଗ୍ରହଣର ଆରମ୍ଭ Ex. ଦୂରଦର୍ଶନରେ ସୂର୍ଯ୍ୟ ଗ୍ରହଣର ଆରମ୍ଭରୁ ନେଇ ମୋକ୍ଷ ପର୍ଯ୍ୟନ୍ତ ସମସ୍ତଦୃଶ୍ୟ ପ୍ରଦର୍ଶନ କରାଗଲା ONTOLOGY:भौतिक अवस्था (physical State) ➜ अवस्था (State) ➜ संज्ञा (Noun)Wordnet:urdاَسپَرش noun ସଂଭୋଗର ଏକ ପ୍ରକାର ବା ଆସନ ବା ରତି ବନ୍ଧ Ex. ସ୍ପର୍ଶ ଷୋହଳ ରତିବନ୍ଧ ମଧ୍ୟରୁ ଗୋଟିଏ ONTOLOGY:भौतिक अवस्था (physical State) ➜ अवस्था (State) ➜ संज्ञा (Noun) Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP