Dictionaries | References

ବର୍ଗ

   
Script: Odia

ବର୍ଗ

ori.wordnet.indo | Oriya  Oriya |   | 
 noun  ସାମାନ୍ୟ ଧର୍ମ ଅଥବା ସ୍ୱରୂପଯୁକ୍ତ ପଦାର୍ଥଆଦିର ସମୂହ   Ex. ଅର୍ଥର ଆଧାର ଉପରେ ଏହି ଶବ୍ଦଗୁଡ଼ିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି / ଦରବୃଦ୍ଧି କାରଣରୁ ସବୁ ବର୍ଗର ଲୋକେ ହଇରାଣ ହୁଅନ୍ତି
ONTOLOGY:
समूह (Group)संज्ञा (Noun)
 noun  କୌଣସି ଅଙ୍କ ବା ସଂଖ୍ୟାକୁ ସେହି ସଂଖ୍ୟା ସହିତ ଥରେ ଗୁଣନ କଲାପରେ ମିଳୁଥିବା ଗୁଣନଫଳ   Ex. ସାତର ବର୍ଗ ଅଣଞ୍ଚାଶ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
malവര്‍ഗ്ഗം
urdمربع , اسکوایر
 noun  ଯେଊଁ ଆକୃତିରେ ଲମ୍ବ, ଚଉଡ଼ାଚାରିକୋଣ ସମାନ ହୋଇଥାଏ   Ex. ଏହା ପାଞ୍ଚ ସେଣ୍ଟିମିଟରର ବର୍ଗ
ONTOLOGY:
संकल्पना (concept)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
mniꯄꯥꯛ ꯆꯥꯎꯕ꯭ꯃꯐꯝ
urdمربع , چوکور
 noun  ଶବ୍ଦଶାସ୍ତ୍ରର ଏକ ସ୍ଥାନରୁ ଉଚ୍ଚାରିତ ହେଉଥିବା ସ୍ପର୍ଶ ବ୍ୟଞ୍ଜନ ବର୍ଣ୍ଣସମୂହ   Ex. ଓଡ଼ିଆ ବ୍ୟଞ୍ଜନ କବର୍ଗ, ଚବର୍ଗ, ଟବର୍ଗ ଆଦି ବର୍ଗଗୁଡ଼ିକରେ ବିଭାଜିତ
ONTOLOGY:
समूह (Group)संज्ञा (Noun)
Wordnet:
mniꯈꯣꯟꯊꯣꯛ꯭ꯃꯥꯟꯅꯕ꯭ꯀꯥꯡꯂꯨꯞ
tamஎழுத்துக்களின் வகுப்பு
 noun  ଯାହା ପ୍ରାୟ ବର୍ଗ ଆକାରର   Ex. ଅଧ୍ୟାପକ ଛାତ୍ରମାନଙ୍କୁ କାଚନିର୍ମିତ ଏକ ବର୍ଗ ଦେଖାଇଲେ
ONTOLOGY:
संज्ञा (Noun)
Wordnet:
marचौरसाकृती वस्तू
 noun  ପ୍ରାକୃତିକ ସମ୍ବନ୍ଧ ଥିବା ପ୍ରାଣୀ ବା ବନସ୍ପତି   Ex. ଗୋଟିଏ ବର୍ଗରେ ଆସୁଥିବା ଜୀବଗଣଙ୍କ ମଧ୍ୟରେ କିଛି ସମାନତା ରହିଥାଏ
ONTOLOGY:
समूह (Group)संज्ञा (Noun)
SYNONYM:
ଜୀବ ବର୍ଗୀକରଣାତ୍ମ୍କ ବର୍ଗ ଟେକ୍ସୋନୋମିକ ଗ୍ରୁପ
Wordnet:
benবর্গীকরণ ভিত্তিক বর্গ
urdہم جنس , یک جنس , ہم تجنیس , ٹیکسون
 noun  (ଜୀବବିଜ୍ଞାନ)ଗୋଟିଏ ବର୍ଗୀକରଣାତ୍ମକ ସମୂହ ଯାହାର ବିଶିଷ୍ଟତାର ପ୍ରୟୋଗ ଅନ୍ୟତମ ଉଚ୍ଚବର୍ଗର (ଟେକସୋନ)ପାଇଁ କରାଯାଇଥାଏ   Ex. କେଞ୍ଚୁଆ କେଉଁ ବର୍ଗରେ ଆସିଥାଏ ?
ONTOLOGY:
समूह (Group)संज्ञा (Noun)
Wordnet:
urdقسم , کلاس
   see : ସମାଜ, ଶ୍ରେଣୀ, ସମାଜ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP