Dictionaries | References

ନୀଳ

   
Script: Odia

ନୀଳ

ori.wordnet.indo | Oriya  Oriya |   | 
 noun  ନଳଙ୍କ ସହିତ ମିଶି ସାଗର ଉପରେ ସେତୁ ନିର୍ମାଣ କରିଥିବା ରାମଙ୍କ ସେନାର ଜଣେ ବାନର   Ex. ନଳ ଏବଂ ନୀଳ ଯେଉଁ ପଥରକୁ ସ୍ପର୍ଶ କରିଦେଉଥିଲେ, ତାହା ପାଣି ଉପରେ ଭାସୁଥିଲା
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
Wordnet:
 adjective  ନୀଳ ରଙ୍ଗର   Ex. ନୀଳ ଆକାଶ ସ୍ୱଚ୍ଛ ଏବଂ ସୁନ୍ଦର ଲାଗୁଛି
MODIFIES NOUN:
ONTOLOGY:
नीला इत्यादि (CLR)">रंगसूचक (colour)विवरणात्मक (Descriptive)विशेषण (Adjective)
Wordnet:
asmনীলা
mniꯁꯪꯕꯥꯟꯅꯕ
urdنیلا , نیلگوں
 noun  ନୀଳ ନାମକ ଛୋଟ ଗଛରୁ ବାହାରୁଥିବା ନୀଳରଙ୍ଗ   Ex. ସେ ନୀଳ ଲାଗିଥିବା କୁର୍ତ୍ତା ପାଇଜାମା ପିନ୍ଧିଥିଲେ
HOLO COMPONENT OBJECT:
ନୀଳ
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
 noun  ଯେଉଁ ଗଛରୁ ନୀଳ ମିଳେ   Ex. ଏଠାରେ ନୀଳ କ୍ଷେତ ହୋଇଛି
MERO COMPONENT OBJECT:
ନୀଳ
ONTOLOGY:
झाड़ी (Shrub)वनस्पति (Flora)सजीव (Animate)संज्ञा (Noun)
Wordnet:
 noun  ଶହେ ଖର୍ବର ସଂଖ୍ୟା   Ex. ଆଜିକାଲିର ପିଲାଙ୍କୁ ନୀଳ ଆଦି ବିଷୟରେ ପଢ଼ାଯାଉନାହିଁ
ONTOLOGY:
समूह (Group)संज्ञा (Noun)
 adjective  ଶହେ ଖର୍ବ   Ex. ଆକାଶରେ ପ୍ରାୟ ଏକ ନୀଳରୁ ଅଧିକ ତାରା ରହିଛି
ONTOLOGY:
संख्यासूचक (Numeral)विवरणात्मक (Descriptive)विशेषण (Adjective)
Wordnet:
kanಹತ್ತು ಸಾವಿರ ಶತಕೋಟಿ
kasداہ کَھرَب , ۱٠٠٠٠٠٠٠٠٠٠٠٠٠ٹیٚن ٹرٛلِیَن
mniꯃꯤꯂꯤꯌꯟ꯭ꯂꯤꯁꯤꯡ ꯂꯤꯁꯤꯡ
telవంద పదివేల కోట్లు
urdنیل , ۱۰۰۰۰۰۰۰۰۰۰۰۰۰
 noun  ଅଙ୍କଗୁଡ଼ିକର ସ୍ଥାନ ଗଣତିରେ ଏକକ ସ୍ଥାନରୁ ଗଣିଲେ ଚତୁର୍ଦ୍ଦଶ ସ୍ଥାନ ଯେଉଁଠି ନୀଳ ଗୁଣିତ ହେବାଭଳି ବୋଧ ହୁଏ   Ex. ଚାରି ନୀଳ ପାଞ୍ଚରେ ନୀଳ ସ୍ଥାନରେ ଚାରି ଅଛି
ONTOLOGY:
स्थान (Place)निर्जीव (Inanimate)संज्ञा (Noun)
 noun  ଏକ ବର୍ଣ୍ଣବୃତ୍ତ   Ex. ନୀଳର ପ୍ରତ୍ୟେକ ଚରଣରେ ଷୋହଳଟି ବର୍ଣ୍ଣ ଥାଏ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଏକ ନାଗ   Ex. ନୀଳଙ୍କ ବର୍ଣ୍ଣନା ପୁରାଣରେ ମିଳେ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
 noun  ରାଜା ଅଜମୀଢଙ୍କ ଜଣେ ପୁତ୍ର   Ex. ନୀଳନୀଙ୍କ ଗର୍ଭରୁ ନୀଳ ଜନ୍ମ ହୋଇଥିଲେ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
Wordnet:
   see : ନୀଳରଙ୍ଗ, ନେଳିଆ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP