Dictionaries | References

ମାମଲା

   
Script: Odia

ମାମଲା     

ori.wordnet.indo | Oriya  Oriya
noun  ଯେଉଁ ବିଷୟରେ ଦୁଇ ବା ଅଧିକ ବିରୋଧୀ ପକ୍ଷ ରହିଛନ୍ତି ଏବଂ ଯାହାର ସତ୍ୟତା ନିର୍ଣ୍ଣୟ କରିବାକୁ ଅଛି   Ex. ରାମ ଓ ଶ୍ୟାମ ମଧ୍ୟରେ ଚାଲିଥିବା ଜମି ମାମଲାର ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ମକଦମା ମକଦ୍ଦମା ମୋକଦମା ମୋକଦ୍ଦମା
Wordnet:
bdबिबाद
benবিবাদ
kasاِختِلاف
kokवाद
malതര്ക്കം
mniꯌꯦꯠꯅꯕ
nepविवाद
sanविवादः
telవివాదము
urdتنازع , جھگڑا , فساد , رنجش , عداوت
noun  ବ୍ୟବହାର ବା ବିବାଦର କଥା ବା ବିଷୟ   Ex. ଆପଣ କାହାର ବ୍ୟକ୍ତିଗତ ମାମଲାରେ ମୁଣ୍ଡପୂରାଇବା ଉଚିତ ନୁହେଁ
HYPONYMY:
ଆର୍ଥିକ ବିଷୟ
ONTOLOGY:
ज्ञान (Cognition)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
asmমামলা
kasمعاملہٕ
kokभानगड
marमामला
nepमामिला
panਮਾਮਲਾ
sanप्रकरणम्
urdمعاملہ , قضیہ
See : ବିଷୟ, ମକଦ୍ଦମା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP