Dictionaries | References କ କଥା Script: Odia Meaning Related Words କଥା ori.wordnet.indo | Oriya Oriya Rate this meaning Thank you! 👍 noun କିଛି କହିବା କ୍ରିୟା Ex. ସେନାଅଧିକାରୀଙ୍କ କଥାଶୁଣି ସୈନିକ ନିଜ କାର୍ଯ୍ୟରେ ଯୋଗଦେଲେ HYPONYMY:ଆଜ୍ଞା ଆପତ୍ତି ବକ୍ତବ୍ୟ ବର୍ଣ୍ଣନ ଫୁଲଝଡ଼ି ଅନୁରୋଧ ଜୟକାର ଆଶ୍ୱାସନା ଚିତ୍କାର ଅର୍ଥାନ୍ତରନ୍ୟାସ ଅର୍ଥାନୁବାଦ ଅର୍ଥୋପ୍ତତ୍ତି ଉଚ୍ଚାରଣ ମିଛସାକ୍ଷୀ ହୁକୁମ ONTOLOGY:संप्रेषण (Communication) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:କଥନWordnet:asmকথা bdबुंनाय gujકથન hinकहना kanಹೇಳಿಕೆ kasکَتھ malപ്രസ്താവന mniꯋꯥꯔꯣꯜ nepकथन panਗੱਲ tamபேச்சு telమాట urdبات , کہنا , آواز , لفظ , قول , بول noun କୌଣସି କାମ କରିବା କିମ୍ବା ନକରିବାର ଭାବ ଯାହାକୁ ଦୃଢ଼ତା ବା ପ୍ରତିଜ୍ଞାପୂର୍ବକ ଭାବରେ ପ୍ରକାଶ କରାଯାଏ Ex. ଆଧୁନିକ ଯୁଗରେ ବହୁତ କମ ଲୋକ ନିଜ କଥା ରକ୍ଷାକରନ୍ତି ONTOLOGY:संप्रेषण (Communication) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ବଚନWordnet:bdखोथा होनाय benকথা gujવચન hinवचन kanಭಾಷೆ kasوادٕ kokउतर marवचन mniꯋꯥꯁꯛ nepवचन panਵਚਨ sanप्रतिज्ञा telమాట urdوعدہ , عہد , قول , زبان , قرار , قسم noun ଏଭଳି ଉକ୍ତି, କଥନ, ବା କାର୍ଯ୍ୟ ଯେଉଁଥିରେ କିଛି ବିଶିଷ୍ଟ କୌଶଳ ବା ଚମତ୍କାରିତା ଥାଏ ବା ଯେଉଁଥିରେ ପ୍ରଭାବିତ ହୋଇ ଲୋକେ ପ୍ରଶଂସା କରନ୍ତି Ex. ତାର ପ୍ରତ୍ୟେକ କଥା କଥା ଭଳି ONTOLOGY:संज्ञा (Noun)Wordnet:gujવાત urdبات noun କୌଣସି ମିଛ ବା ମନଗଢା କଥା Ex. ସ୍କୁଲକୁ ଆସିବାରେ ଡେରିହେବାରୁ ପିଲାଟି କେତେ କଥା ଶୁଣାଉଛି ATTRIBUTES:କପୋଳ କଳ୍ପିତ ONTOLOGY:अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:କାହାଣୀWordnet:benমন গড়া গল্প gujવાત kasبۄہتانہٕ , کَہانی malകള്ളക്കഥ sanआख्यानम् noun ଲୋକଙ୍କ ଭିତରେ ବିଶେଷ ଚର୍ଚ୍ଚା ହେବାପରି ଏପରି ଘଟଣା ବା କାର୍ଯ୍ୟ Ex. କଥା ବାହାରିବାକୁ ଡେରିଲାଗିବ ନାହିଁ ONTOLOGY:घटना (Event) ➜ निर्जीव (Inanimate) ➜ संज्ञा (Noun)Wordnet:benগুজব sanवार्त्ता noun ବିଶେଷ ମହତ୍ତ୍ବପୂର୍ଣ କୌଣସି କଥା ଅଥବା ଦୃଢ, ନିଶ୍ଚିତ ବା ପ୍ରାମାଣିକ ମତ, ବିଚାର ବା ସିଦ୍ଧାନ୍ତ Ex. ଯଦି ଏହି କଥା କାହରି କାନରେ ପଡିଯାଏ ତ ସବୁ ମାମଲା ବିଗିଡି ଯିବ ONTOLOGY:अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:sanवार्ता See : ମତ, ଆଲୋଚନା, ବଚନ, କାହାଣୀ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP