Dictionaries | References

ପୃଷ୍ଠଭୂମି

   
Script: Odia

ପୃଷ୍ଠଭୂମି

ori.wordnet.indo | Oriya  Oriya |   | 
 noun  ଯେ କୌଣସି ଅଙ୍କିତ ଦୃଶ୍ୟ, ଘଟଣାଆଦିର ଆଶ୍ରୟ କିମ୍ବା ଆଧାର ହୋଇଥାଏ   Ex. ଏହି ଫିଲ୍ମ ପାରିବାରିକ ପୃଷ୍ଠଭୂମି ଉପରେ ଆଧାରିତ
ONTOLOGY:
बोध (Perception)अमूर्त (Abstract)निर्जीव (Inanimate)संज्ञा (Noun)
 noun  ମୂର୍ତ୍ତି ଅଥବା ଚିତ୍ରରେ ସବୁଠାରୁ ପଛରେ ଥିବା ଅଂଶ ଯାହା ଅଂକିତ ଦୃଶ୍ୟ ଘଟଣାର ଆଧାର   Ex. ଏହି ଚିତ୍ରର ପୃଷ୍ଠଭୂମି ବହୁତ ସୁନ୍ଦର
ONTOLOGY:
मनोवैज्ञानिक लक्षण (Psychological Feature)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
kasپَسہِ مَنٛظَر
mniꯇꯨꯡꯗ꯭ꯂꯩꯔꯤꯕ꯭ꯂꯝ
urdپس منظر , پچھلاحصہ , پائین , عقبی حصہ
 noun  କୌଣସି ବସ୍ତୁର ପଛ ଭାଗରେ ଥିବା ଭୂମି ବା ତଳ   Ex. ଏହି ଚିତ୍ରର ସବୁଜ ପୃଷ୍ଠଭୂମି ବହୁତ ଆକର୍ଷକ
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
Wordnet:
kasپوٚت منٛظر
mniꯇꯨꯡꯒꯤ꯭ꯗꯤꯔꯁꯌ꯭
urdعقب , پس منظر , خلف
 noun  ପୂର୍ବରୁ ଉଲ୍ଲେଖିତ ସେହି କଥା ବା ପରିସ୍ଥିତି ଯାହାର ଆଗରେ ବା ସମ୍ମୁଖ ଭାଗରେ କୌଣସି ନୂଆ ବିଶେଷ କଥା ବା ଘଟଣା ଥାଏ ଏବଂ ଯାହା ସହିତ ମିଳାଇଲେ ସେହି କଥା ବା ଘଟଣାର ରୂପ ସ୍ପଷ୍ଟ ହୁଏ   Ex. ଏହି ଘଟଣାର ପୃଷ୍ଠଭୂମି ବିଷୟରେ କହିଲେ ଯାଇ ଆମେ କିଛି ସ୍ପଷ୍ଟ ବୁଝିପାରିବା
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
kasپوٚت منٛظر
mniꯇꯨꯡꯑꯣꯏꯅꯅ꯭ꯂꯩꯔꯤꯕ꯭ꯐꯤꯕꯝ
urdعقب , خلف , پس منظر , شان نزول
 noun  କୌଣସି ବ୍ୟକ୍ତିଙ୍କର ପୂର୍ବରୁ ଥିବା ଅଭିଜ୍ଞତା, ଶିକ୍ଷା ଆଦି   Ex. ଏହି କାମପାଇଁ ଆପଣଙ୍କ ପୃଷ୍ଠଭୂମି ଭାରି ମଝବୁତ ଅଛି
ONTOLOGY:
ज्ञान (Cognition)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
kasتجرُبے زِںٛدگی
mniꯍꯥꯟꯅꯒꯤ꯭ꯍꯩ ꯁꯤꯡꯕ
 noun  ଏକସଙ୍ଗେ ଘଟୁଥିବା ଅବସ୍ଥା,ଘଟଣାଗୁଡ଼ିକ ମଧ୍ୟରୁ କମ ମହତ୍ତ୍ୱପୂର୍ଣ୍ଣ ଅବସ୍ଥା,ଘଟଣା ଆଦି   Ex. ବର୍ଷା ସହିତ ପୃଷ୍ଠଭୂମିରେ ଗର୍ଜନ ବି ଶୁଣାଗଲା
ONTOLOGY:
अवस्था (State)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP