କୌଣସି ବସ୍ତୁସହିତ ମାଡ଼ହେବା, ପଡ଼ିବା, ଖସଡ଼ିପଡ଼ିବା ଆଦିଦ୍ୱାରା ଦେହରେ ହେଉଥିବା ଚିହ୍ନ
Ex. ମାଆ ଘାଆ ଉପରେ ମଲମ ଲଗାଉଛନ୍ତି
HYPONYMY:
କଟା ନାଡ଼ିବ୍ରଣ ଫୋଟକା ସଂଘାତ
ONTOLOGY:
अवस्था (State) ➜ संज्ञा (Noun)
Wordnet:
bdदोलानाय
benঘা
gujઘાવ
hinघाव
kasزَخٕم
kokघावो
marजखम
mniꯑꯁꯣꯛꯄ꯭ꯃꯐꯝ
nepघाउ
panਜ਼ਖਮ
telదెబ్బ
urdگھاؤ , زخم , چوٹ
ଶରୀରର ଯେଉଁ ଅଙ୍ଗ କଟିଯିବା, ଭାଙ୍ଗିଯିବା, ସଢିଯିବା, ମେଲିଯିବା ଆଦି କାରଣରୁ ବିକୃତ ହୋଇଯାଇଥାଏ ବା ଶରୀରରେ କଟା ବା ଚିରା ହେବା ସ୍ଥାନ
Ex. ଘାଆଟି ବହୁତ ମାଡ଼ି ଯାଇଛି
HYPONYMY:
ଦଂଶିତ ସ୍ଥାନ କାମୁଡ଼ାସ୍ଥାନ
ONTOLOGY:
स्थान (Place) ➜ निर्जीव (Inanimate) ➜ संज्ञा (Noun)
Wordnet:
asmঘাঁ
bdगाराय
kanಗಾಯ
kasزَخٕم
malമുറിവ്
panਜ਼ਖਮ
sanव्रणः
urdگھاؤ , زخم