Dictionaries | References

ଖୁଣ୍ଟା

   
Script: Odia

ଖୁଣ୍ଟା

ori.wordnet.indo | Oriya  Oriya |   | 
 noun  ପଶୁ, ତମ୍ବୁଆଦିକୁ ରସିରେ ବାନ୍ଧିବାପାଇଁ ବ୍ୟବହୃତ ବଡ କାଠଆଦି   Ex. ମଇଁଷି ଖୁଣ୍ଟା ଭାଙ୍ଗି ପଳେଇଲା
HOLO MEMBER COLLECTION:
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ଗଛର କଟାହୋଇଥିବା ଯେଉଁ ଶୁଖିଲା କାଣ୍ଡର ମୂଳ ମାଟିରେ ଲାଗିଥାଏ   Ex. ମୋ ପାଦରେ ହରଡ଼ ଖୁଣ୍ଟା ପସିଗଲା
ONTOLOGY:
भाग (Part of)संज्ञा (Noun)
 noun  ନୀଳର ଦ୍ୱିତୀୟ ଫସଲ ଯାହା ନୀଳ କଟା ଗଲାପରେ ସେହି ଗଛରୁ ଉତ୍ପନ୍ନ ହୁଏ   Ex. ଏଥର ଖୁଣ୍ଟାରୁ ମଧ୍ୟ ଭଲ ନୀଳ ଅମଳ ହୋଇଛି
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
Wordnet:
tamவெட்டிய வேரிலிருந்து முளைக்கும் செடி
urdکھونٹی , دوریجی
   see : ରୁଢ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP