Dictionaries | References

ଆସନ

   
Script: Odia

ଆସନ

ori.wordnet.indo | Oriya  Oriya |   | 
 noun  ଯେଉଁ ବସ୍ତୁ ଉପରେ ବସିବା କାମ ହୁଏ   Ex. ଶିକ୍ଷକ ଆସିବାକ୍ଷଣି ଛାତ୍ରମାନେ ନିଜ ଆସନ ଛାଡ଼ି ଠିଆହୋଇଗଲେ
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
 noun  ଯୋଗଆଦିରେ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଗୁଡ଼ିକର ବିଶିଷ୍ଟ ରଚନା   Ex. ଯୋଗ ସାଧନାପାଇଁ ଅନେକ ପ୍ରକାରର ଆସନ ବିଷୟରେ କୁହାଯାଇଛି
Wordnet:
mniꯑꯥꯁꯟ
urdبیٹھک , آسن
 noun  ରାଜନୈତିକ ଦୃଷ୍ଟିରେ ନିର୍ମିତ ଗୋଟିଏ ବିଶେଷ କ୍ଷେତ୍ର ଯେଊଁଠାରେ ଆଶାୟୀପ୍ରାର୍ଥୀ ନିର୍ବାଚନ ଲଢିଥାନ୍ତି   Ex. ବିହାର ବିଧାନସଭା ନିର୍ବାଚନରେ ସମସ୍ତ ଆସନ ଫଳାଫଳ ଜଣାପଡିଗଲାଣି
ONTOLOGY:
स्थान (Place)निर्जीव (Inanimate)संज्ञा (Noun)
SYNONYM:
Wordnet:
   see : ଯୋଗାସନ, ରତିବନ୍ଧ, ବସିବା ଢଙ୍ଗ, ପଦବୀ, ବସ୍ତ୍ରାସନ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP