Dictionaries | References

ଅଷ୍ଟାଙ୍ଗ

   
Script: Odia

ଅଷ୍ଟାଙ୍ଗ     

ori.wordnet.indo | Oriya  Oriya
noun  ଯୋଗ କ୍ରିୟାର ଅଷ୍ଟ ପ୍ରକାରଭେଦ   Ex. ଯମ, ନିୟମ,ଆସନ,ପ୍ରାଣାୟମ,ପ୍ରତ୍ୟାହାର,ଧାରଣା,ଧ୍ୟାନ ଏବଂ ସମାଧି ଏସବୁ ଅଷ୍ଟାଙ୍ଗ ମାର୍ଗ
ONTOLOGY:
समूह (Group)संज्ञा (Noun)
Wordnet:
benঅষ্টাঙ্গ
hinअष्टांग
kokअष्टांग
marअष्टांगयोग
sanअष्टाङ्गम्
tamஅஷ்டாங்கம்
telఅష్టాంగయోగాలు
noun  ଆୟୁର୍ବେଦର ଅଷ୍ଟ ବିଭାଗ   Ex. ଶଲ୍ୟ, ଶାଲାକ୍ୟ, କାୟ-ଚିକିତ୍ସା, ଭୂତବିଦ୍ୟା, କୌମାରଭୃତ୍ୟ,ଅଗଦ-ତନ୍ତ୍ର ଏବଂ ବାଜୀକରଣ ଏସବୁ ଅଷ୍ଟାଙ୍ଗ ବିଦ୍ୟା
ONTOLOGY:
समूह (Group)संज्ञा (Noun)
SYNONYM:
ଅଷ୍ଟାଙ୍ଗ ବିଦ୍ୟା
Wordnet:
marअष्टांग
telఅష్టాంగాలు
noun  ଶରୀରର ଆଠ ଅଙ୍ଗ   Ex. ପାଦ,ଜାନୁ,ହାତ,ଛାତି,ମୁଣ୍ଡ,ବଚନ, ଦୃଷ୍ଟି ଏବଂ ବୁଦ୍ଧି ଏସବୁ ଅଷ୍ଟାଙ୍ଗ,ଏମାନଙ୍କଦ୍ୱାରା ପ୍ରଣାମ କରିବାର ବିଧାନ ରହିଛି
ONTOLOGY:
समूह (Group)संज्ञा (Noun)
noun  ସୂର୍ଯ୍ୟଙ୍କୁ ଅର୍ପଣ କରାଯାଉଥିବା ଅର୍ଘ୍ୟ ଯେଉଁଥିରେ ଆଠଟି ପଦାର୍ଥ ଥାଏ   Ex. ଜଳ,କ୍ଷୀର,କୁଶାଗ୍ର,ମହୁ,ଦହି, ଘିଅ,ରକ୍ତଚନ୍ଦନ ଏବଂ କନିଅର ଆଦି ଅଷ୍ଟାଙ୍ଗ ଅନ୍ତର୍ଗତ
ONTOLOGY:
समूह (Group)संज्ञा (Noun)
Wordnet:
malഅഷ്ടാംഗനൈവേദ്യം
sanअष्टाङ्गार्घ्यः
urdاشٹانگ
adjective  ଯାହାର ଆଠଟି ଅଙ୍ଗ ଥାଏ   Ex. ଏହି ବସ୍ତୁ ହେଉଛି ଅଷ୍ଟାଙ୍ଗ/ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାପାଇଁ ପଣ୍ଡିତେ ଅଷ୍ଟାଙ୍ଗ ଦ୍ରବ୍ୟ ମଗାଇଲେ
MODIFIES NOUN:
ବସ୍ତୁ
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
Wordnet:
asmঅষ্টাঙ্গ
bdदाइन खोन्दोयारि
kanಎಂಟು ವಿಧದ
kasاۭٹھہٕ طرفوٗ
kokअश्टांगी
malഅഷ്ടാംഗ
marअष्टांगी
mniꯄꯣꯠꯂꯝꯅꯤꯄꯥꯟꯒꯤ
panਅਸ਼ਟਾਂਗ
tamஅஷ்டாங்க
telఎనిమిది అంగాలు కలిగినది
urdہشت پہلو , ہشت جزو

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP