ଲେଖାଯାଇଥିବା ରେଖା, ଚିହ୍ନ ଆଦି ଘଷି ସଂପୂର୍ଣ୍ଣ ରୂପେ ସଫା କରିବା
Ex. ଶିକ୍ଷକ କଳାପଟାରେ ଲେଖା ଯାଇଥିବା ଶବ୍ଦକୁ ଡଷ୍ଟରରେ ଲିଭାଉଥିଲେ
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
ତାତିଥିବା ବସ୍ତୁକୁ ପାଣିରେ ପକାଇ ଥଣ୍ଡାକରିବା
Ex. ଦୋକାନୀ ଚୁଲାରେ କୋଇଲାକୁ ଲିଭାଉଛି
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
Wordnet:
urdبجھانا , سردکرنا , ٹھنڈاکرنا ବିଦ୍ୟୁତଦ୍ୱାରା ଜଳୁଥିବା ବସ୍ତୁକୁ ବନ୍ଦ କରିବା ବା ଯେପରି କଲେ ତାହା ଜଳିବା ବା ପ୍ରଜ୍ଜ୍ୱଳିତ ହେବା ବନ୍ଦ କରେ
Ex. ସେ ବଟନ୍ ଚିପି ବତୀ ଲିଭାଇଦେଲା
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
(ଦୀପ,ବତୀ ଆଦି) ଲିଭାଇବା
Ex. ଶୋଇବା ପୂର୍ବରୁ ଦୀପ ଲିଭାଇଦିଅ
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
(ସ୍ଫୁରଣ) ରୋକିବା ବା କୌଣସି ଉପକରଣ ବା ମଧ୍ୟଭାଗରେ (ଦୋଳନ ବା ପ୍ରବାହ) ରୋକିବା
Ex. ଇଲେକଟ୍ରିସିଆନ୍ ଖରାପ ହୋଇଥିବା ସ୍ୱିଚରୁ ବାହାରୁଥିବା ସ୍ଫୁଲିଙ୍ଗକୁ ଲିଭାଇଲେ
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)