Dictionaries | References

ଲିଭାଇବା

   
Script: Odia

ଲିଭାଇବା

ori.wordnet.indo | Oriya  Oriya |   | 
 verb  ଲେଖାଯାଇଥିବା ରେଖା, ଚିହ୍ନ ଆଦି ଘଷି ସଂପୂର୍ଣ୍ଣ ରୂପେ ସଫା କରିବା   Ex. ଶିକ୍ଷକ କଳାପଟାରେ ଲେଖା ଯାଇଥିବା ଶବ୍ଦକୁ ଡଷ୍ଟରରେ ଲିଭାଉଥିଲେ
ENTAILMENT:
ONTOLOGY:
कर्मसूचक क्रिया (Verb of Action)क्रिया (Verb)
 verb  ତାତିଥିବା ବସ୍ତୁକୁ ପାଣିରେ ପକାଇ ଥଣ୍ଡାକରିବା   Ex. ଦୋକାନୀ ଚୁଲାରେ କୋଇଲାକୁ ଲିଭାଉଛି
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
ନିର୍ବାପିତ କରାଇବା
Wordnet:
kasژَھیٚتہٕ کَرُن
marपाण्यात थंड करणे
urdبجھانا , سردکرنا , ٹھنڈاکرنا
 verb  ବିଦ୍ୟୁତଦ୍ୱାରା ଜଳୁଥିବା ବସ୍ତୁକୁ ବନ୍ଦ କରିବା ବା ଯେପରି କଲେ ତାହା ଜଳିବା ବା ପ୍ରଜ୍ଜ୍ୱଳିତ ହେବା ବନ୍ଦ କରେ   Ex. ସେ ବଟନ୍ ଚିପି ବତୀ ଲିଭାଇଦେଲା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
 verb  (ଦୀପ,ବତୀ ଆଦି) ଲିଭାଇବା   Ex. ଶୋଇବା ପୂର୍ବରୁ ଦୀପ ଲିଭାଇଦିଅ
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
 verb  (ସ୍ଫୁରଣ) ରୋକିବା ବା କୌଣସି ଉପକରଣ ବା ମଧ୍ୟଭାଗରେ (ଦୋଳନ ବା ପ୍ରବାହ) ରୋକିବା   Ex. ଇଲେକଟ୍ରିସିଆନ୍ ଖରାପ ହୋଇଥିବା ସ୍ୱିଚରୁ ବାହାରୁଥିବା ସ୍ଫୁଲିଙ୍ଗକୁ ଲିଭାଇଲେ
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
ବନ୍ଦ କରିବା ନିର୍ବାପିତ କରିବା ନିଶ୍ଚିହ୍ନ କରିବା
   see : ଲିଭେଇବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP