ଆକାଶରେ ଦିଶୁଥିବା ସ୍ଥିର ଖଗୋଳୀୟ ପିଣ୍ଡ ଯାହା ରାତିରେ ଚମକୁଥିବା ଦେଖାଯାଏ
Ex. ପୃଥିବୀଠାରୁ ବହୁତ ଦୂରରେଥିବାରୁ ତାରାଗୁଡ଼ିକ ଛୋଟ ଦେଖାଯାଆନ୍ତି
ONTOLOGY:
प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ବାଳି ନାମକ ମାଙ୍କଡ଼ର ସ୍ତ୍ରୀ
Ex. ଅଙ୍ଗଦ ବାଳି ଓ ତାରାଙ୍କ ପୁତ୍ର ଥିଲେ
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ବୃହସ୍ପତିଙ୍କ ସ୍ତ୍ରୀ
Ex. ପୁରାଣାନୁସାରେ ଥରେ ଚନ୍ଦ୍ର ତାରାଙ୍କୁ ଅପହରଣ କରି ନେଇଥିଲେ
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
Wordnet:
urdتارا , مشتری ستارہ کی بیوی