Dictionaries | References

ବୃଷରାଶି

   
Script: Odia

ବୃଷରାଶି     

ori.wordnet.indo | Oriya  Oriya
noun  ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ଦ୍ୱିତୀୟ ରାଶି ଯେଉଁଥିରେ ଶହେ ଏକାଚାଳିଶ ତାରା ଅଛନ୍ତି ଏବଂ କୃତ୍ତିକାର ଶେଷ ତିନିପାଦ, ସମ୍ପୂର୍ଣ୍ଣ ରୋହିଣୀ, ଏବଂ ମୃଗଶିରାର ପ୍ରଥମ ଦୁଇପାଦ ଅଛନ୍ତି   Ex. ବୃଷରାଶିର ଚିହ୍ନ ବଳଦ
HOLO MEMBER COLLECTION:
ରାଶିଚକ୍ର
ONTOLOGY:
समूह (Group)संज्ञा (Noun)
SYNONYM:
ବୃଷଭ ରାଶି ବୃଷଭ ବୃଷ
Wordnet:
asmবৃষ
bdबृष रासि
benবৃষ রাশি
gujવૃષભ રાશિ
hinवृष राशि
kanವೃಷಭ
kasثور , وَرٕش
kokवृषभ
malഇടവരാശി
marवृषभ रास
mniꯕꯔ꯭ꯤꯁ꯭ꯔꯥꯁꯤ
nepवृष राशि
panਬ੍ਰਿਖ ਰਾਸ਼ੀ
sanवृषभराशिः
tamரிஷபராசி
telవృషభరాశి
urdثورراس , ثوربرج , ثور
noun  ସୌର ଜ୍ୟୋତିଷାନୁସାରେ ଯେଉଁ ବ୍ୟକ୍ତିର ଜନ୍ମ ସୂର୍ଯ୍ୟ ବୃଷରାଶିରେ ଥିବାବେଳେ ହୋଇଛି ଏବଂ ଚାନ୍ଦ୍ର ଜ୍ୟୋତିଷାନୁସାରେ ଯେଉଁ ବ୍ୟକ୍ତିର ଜନ୍ମ ଚନ୍ଦ୍ର ବୃଷରାଶିରେ ଥିବାବେଳେ ହୋଇଛି   Ex. ବୃଷରାଶିମାନଙ୍କ ପାଇଁ ଏହି ବର୍ଷ ଅତ୍ୟଧିକ ଫଳଦାୟକ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
SYNONYM:
ବୃଷଭରାଶି ବୃଷଭ ବୃଷରାଶିର
Wordnet:
asmবৃষৰাশিৰ লোক
bdबृष रासि
gujવૃષભ
hinवृषराशिवाला
kanವೃಷಭ ರಾಶಿಯವ
kasبُرجِ ثور
kokवृशभी
malഇടവം രാശി
marवृषभ
mniꯕꯔ꯭ꯁ꯭ꯔꯥꯁꯤ
panਬਿਰਖ
sanवृषभराशीयः
telవృషభరాశి
urdبرج ثور

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP