Dictionaries | References

ଘଣ୍ଟା

   
Script: Odia

ଘଣ୍ଟା

ori.wordnet.indo | Oriya  Oriya |   | 
 noun  ଦିନ ରାତିର ଚବିଶ ଭାଗରୁ ଭାଗେ କିମ୍ବା ଷାଠିଏ ମିନିଟର ସମୟ   Ex. ଗାଡ଼ି ଏକ ଘଣ୍ଟା ବିଳମ୍ବରେ ଚାଲୁଅଛି
MERO COMPONENT OBJECT:
ONTOLOGY:
माप (Measurement)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
 noun  ଧାତୁ ନିର୍ମିତ ଯେଉଁ ବିଶେଷ ଗୋଲାକାର ବାଦ୍ୟ ଉପରେ ହାତୁଡ଼ିଆଦିରେ ଆଘାତକଲେ ଶବ୍ଦ ଉତ୍ପନ୍ନ ହୁଏ   Ex. ଘଣ୍ଟାର ଟଂନ ଟଂନ ଶବ୍ଦ ଶୁଣି ପିଲାମାନେ ଶ୍ରେଣୀଆଡ଼କୁ ଦୌଡ଼ିଲେ
MERO STUFF OBJECT:
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
 noun  ସମୟ ସୂଚିତ କରିବା ନିମନ୍ତେ ବଜାଯାଉଥିବା ଘଣ୍ଟା   Ex. ଘଣ୍ଟାର ଶବ୍ଦ ଶୁଣି ଶ୍ରମିକମାନେ ଖାଇବାକୁ ଚାଲିଗଲେ
HYPONYMY:
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
Wordnet:
kasگَھنٛٹہٕ , گَھنٛٹی
malസൈറണ്‍
urdگھڑیال , گھنٹہ , وقت بتانے کا آلہ
 noun  ଯେଉଁ ଯନ୍ତ୍ରରେ ଘଣ୍ଟା ଏବଂ ମିନିଟଆଦିର ହିସାବରୁ ସମୟ ଜଣାପଡ଼େ   Ex. ସେ ବିଦେଶୀ ଘଣ୍ଟା ପିନ୍ଧିଛନ୍ତି / ଆମ ଘଣ୍ଟାରେ ଏବେ ଚାରିଟା ବାଜିଛି
HOLO COMPONENT OBJECT:
MERO COMPONENT OBJECT:
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
 noun  ଯେତିକି ଦୂରତା ଏକ ଘଣ୍ଟାରେ ଅତିକ୍ରମ କରିହୁଏ   Ex. ମୋ ଘର ଷ୍ଟେସନଠାରୁ ଏକ ଘଣ୍ଟାର ରାସ୍ତା
ONTOLOGY:
माप (Measurement)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP