ସୂର୍ଯ୍ୟ ଉଦୟ ହେବାଠାରୁ ଅସ୍ତ ହେବା ପର୍ଯ୍ୟନ୍ତ ସମୟ
Ex. ଆଜି ଦିନଟି ମୋପାଇଁ ବହୁତ ଭଲ ଥିଲା / ଖରାଦିନେ ଦିନ ବଢ଼ିଯାଏ
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ସପ୍ତାହର କୌଣସି ଦିନ
Ex. ସୋମବାର ସପ୍ତାହର ପ୍ରଥମ ଦିନ
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ବହୁତ ଅଧିକ ସମୟ
Ex. ଅପେକ୍ଷାରେ ତାଙ୍କର ଦିନ ସରିଗଲା
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
mniꯀꯨꯝ
urdزمانہ , مدت , عرصہ
ଗୋଟିଏ ସୂର୍ଯୋଦୟ ଠାରୁ ଆଉଗୋଟିଏ ସୂର୍ଯୋଦୟ ପର୍ଯ୍ୟନ୍ତ ସମୟ ଚବିଶ ଘଣ୍ଟା
Ex. ଗୋଟିଏ ଦିନରେ ଆଠ ପ୍ରହର ଥାଏ
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
mniꯅꯣꯡꯃ
urdروز , یوم , دن
ନିଶ୍ଚିତ ବା ଉଚିତ ସମୟ
Ex. ଆଜି ମୋ ପୁଅର ଜନ୍ମଦିନ
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଯେଉଁ ସମୟସୀମା ମଧ୍ୟରେ କିଛି ବିଶେଷ ଘଟଣା ଘଟିଥାଏ
Ex. କଲେଜ ଦିନଗୁଡ଼ିକରେ ଆମେ ବହୁତ ମଜା କରୁଥିଲୁ
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଚବିଶ ଘଣ୍ଟା ମଧ୍ୟରୁ ଶୋଇବା ସମୟ ବ୍ୟତୀତ ଯେଉଁ ସମୟରେ ଆମେ କାର୍ଯ୍ୟ କରିଥାଉ
Ex. ମୋର ଦିନ ସକାଳ ଚାରିଟାରେ ଆରମ୍ଭ ହୁଏ
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଭଲ ସମୟ
Ex. ଅପେକ୍ଷା କର, ତୁମ ଦିନ ବି ଆସିବ
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
କୌଣସି ଗ୍ରହକୁ ନିଜ ଅକ୍ଷରେ ଥରେ ବୁଲିବାପାଇଁ ଲାଗୁଥିବା ସମୟ
Ex. ବୃହସ୍ପତିର ଦିନ ପୃଥିବୀର ଦିନଠାରୁ ବଡ଼