Dictionaries | References

ହାଟ

   
Script: Odia

ହାଟ

ori.wordnet.indo | Oriya  Oriya |   | 
 noun  ଯେଉଁ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ସମୟ, ତିଥି,ବାର ବା ଅବସରରେ ଜିନିଷପତ୍ର କିଣାବିକା ହୁଏ   Ex. ପିଲାଙ୍କପାଇଁ ହାଟରୁ ପୋଷାକ ନେବାକୁ ହେବ
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
 noun  ଯେଉଁ ବଜାରରେ ଗୋଟିଏ ପ୍ରକାରର ଜିନିଷ କୌଣସି ନିର୍ଦ୍ଦିଷ୍ଟ ସମୟରେ ଆସି ବିକ୍ରି ହୁଏ   Ex. ବରାରରେ ପ୍ରତିବର୍ଷ ବଳଦଙ୍କ ହାଟ ବସେ
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
Wordnet:
 noun  କୌଣସି ନିଶ୍ଚିତ ସମୟ, ତିଥି, ବାର ବା ଅବସରରେ ଦୋକାନ ଖୋଲିବା ପ୍ରକ୍ରିୟା   Ex. ଏଠାରେ ପ୍ରତ୍ୟେକ ଶନିବାର ଦିନ ହାଟ ବସେ
HYPONYMY:
ହାଟ
Wordnet:
mniꯀꯩꯊꯦꯜ
urdبازار , ہاٹ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP