Dictionaries | References

ଶୁଣିବା

   
Script: Odia

ଶୁଣିବା

ori.wordnet.indo | Oriya  Oriya |   | 
 verb  କୁହାଯାଉଥିବା କଥା ବା ଶବ୍ଦ କାନରେ ଶୁଣି ଜ୍ଞାନ ପ୍ରାପ୍ତକରିବା   Ex. ସେ ସତ୍ୟନାରାୟଣ ଭଗବାନଙ୍କ କଥା ଶୁଣୁଛି
ONTOLOGY:
ज्ञानसूचक (Cognition)कर्मसूचक क्रिया (Verb of Action)क्रिया (Verb)
 verb  କାହାର କଥା ବା ପ୍ରାର୍ଥନା ଉପରେ ଧ୍ୟାନ ଦେବା   Ex. ରାଜା ଫେରାଦି ଲୋକଙ୍କର ଗୋଟିଏବି କଥା ଶୁଣିଲେ ନାହିଁ
HYPERNYMY:
ଶୁଣିବା
ONTOLOGY:
()कर्मसूचक क्रिया (Verb of Action)क्रिया (Verb)
 verb  ନିଜର ନିନ୍ଦାକଥା ବା ଗାଳି ଶ୍ରବଣ କରିବା   Ex. ଆଜି ସକାଳୁ ସକାଳୁ ମୁଁ ମୋ ଶାଶୁଙ୍କଠାରୁ ବହୁତ ଶୁଣିଲି
HYPERNYMY:
ଶୁଣିବା
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 verb  ବିଚାର ପାଇଁ ଦୁଇ ପକ୍ଷର କଥାକୁ ନିଜ ସମ୍ମୁଖରେ ରଖିବା   Ex. ନ୍ୟାୟଧୀଶ ଅଭିଯୋଗକାରୀଅଭିଯୁକ୍ତ ଦୁହିଁଙ୍କ କଥା ଶୁଣିଲେ
HYPERNYMY:
ଶୁଣିବା
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 verb  କଥା ମାନିବା   Ex. ଆଜିକାଲି ପିଲାମାନେ କାହା କଥା ଶୁଣୁନାହାନ୍ତି
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
Wordnet:
malപറയുന്നത് കേള്‍ക്കുക
   see : ଶ୍ରବଣ, ଫଇସଲା ଶୁଣାଇବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP