Dictionaries | References ଆ ଆଶ୍ଚର୍ଯ୍ୟ Script: Odia Meaning Related Words ଆଶ୍ଚର୍ଯ୍ୟ ori.wordnet.indo | Oriya Oriya Rate this meaning Thank you! 👍 noun କୌଣସି ନୂଆ, ବିଲକ୍ଷଣ ବା ଅସାଧାରଣ କଥାକୁ ଦେଖିବା, ଶୁଣିବା ବା ଧ୍ୟାନରେ ଆଣିବାଦ୍ୱାରା ଉତ୍ପନ୍ନ ହେଉଥିବା ମନର ଏକ ପ୍ରକାରଭାବ Ex. ହଠାତ୍ ମୋତେ ଦେଖି ତାକୁ ଆଶ୍ଚର୍ଯ୍ୟ ଲାଗିଲା ONTOLOGY:बोध (Perception) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ବିସ୍ମୟ ଅଦ୍ଭୁତ ଅସମ୍ଭବ ତାଜୁବ୍Wordnet:asmঅবাক bdगोमोनाय benআশ্চর্য gujઆશ્ચર્ય hinआश्चर्य kanಆಶ್ಚರ್ಯ kasحٲران kokआजाप malആശ്ചര്യം marआश्चर्य mniꯉꯛꯄꯒꯤ꯭ꯃꯑꯣꯡ nepअचम्म panਹੈਰਾਨੀ sanविस्मयः tamவியப்பு telఆశ్చర్యం urdتعجب , حیرت , اچنبھا , حیرانی noun ଆଶ୍ଚର୍ଯ୍ୟ ଉତ୍ପନ୍ନ କରୁଥିବା ବସ୍ତୁ Ex. ତାଜମହଲ୍ ପୃଥିବୀର ସାତୋଟି ଆଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ ONTOLOGY:वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ବିସ୍ମୟ ଅଦ୍ଭୁତWordnet:asmআশ্চর্য্য bdगोमोथाव मुवा hinआश्चर्य kasعٔجوٗبہٕ , حٲران , حیرت , تعجُب marआश्चर्य panਅਜੂਬਾ sanअद्भुतम् tamஅதிசயம் urdعجوبہ , تعجب خیز , حیران کن , عجیب و غریب , حیرت انگیز , عجیب , تعجب noun ରସର ନଅ ସ୍ଥାୟୀ ଭାବ ଭିତରୁ ଗୋଟିଏ Ex. ଆଶ୍ଚର୍ଯ୍ୟ ଅଦ୍ଭୂତ ରସର ସ୍ଥାୟୀ ଭାବ ONTOLOGY:मनोवैज्ञानिक लक्षण (Psychological Feature) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:sanआश्चर्यम् urdآشچریہ See : ଚମତ୍କାର Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP