Dictionaries | References ଶ ଶିଢ଼ି Script: Odia Meaning Related Words ଶିଢ଼ି ori.wordnet.indo | Oriya Oriya Rate this meaning Thank you! 👍 noun ଗୋଟିଏ ପରେ ଗୋଟିଏ ପାଦ ରଖିବାପାଇଁ ସ୍ଥାନ ଥାଇ ଉଚ୍ଚ ସ୍ଥାନକୁ ଚଢ଼ିବା ବା ଓହ୍ଲାଇବା ନିମନ୍ତେ ଏକ ଉପକରଣ Ex. ପକ୍କା ଘରର ଛାତ ଉପରକୁ ଚଢ଼ିବା ପାଇଁ ଶିଢ଼ି ତିଆରି ହେଉଛି HOLO COMPONENT OBJECT:ବାମ୍ଫୀ SYNONYM:ଶିଡ଼ି ନିଶୁଣିWordnet:asmখট খটি bdसिरि benসিঁড়ি gujસીડી kanಮೆಟ್ಟಿಲು kokनिसण malപടി marशिडी mniꯊꯥꯛ ꯊꯥꯛ nepसिंढी sanसोपानपद्धतिः tamபடிக்கட்டு telనిచ్చెన urdسیڑھی , زینہ , نَردبَان noun ଉପରକୁ ଚଢ଼ିବା ବା ଓହ୍ଲାଇବା ପାଇଁ ସ୍ଥାୟୀ ରୁପରେ ତିଆରି ହୋଇଥିବା ସେହି ସ୍ଥାନ ଯାହା ଉପରେ ଗୋଟିଏ ପରେ ଗୋଟିଏ ପାଦ ରଖିବାର ସୁବିଧା ରହିଥାଏ Ex. ମୋ ଘରର ଶିଢ଼ି ଚକ୍ରାକାର/ ଶିଢ଼ିରେ ତା ପାଦ ଖସିଗଲା ଓ ସେ ତଳେ ପଡ଼ିଗଲା HYPONYMY:ପାହାଚ ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ଶିଡ଼ି ନିଶୁଣିWordnet:asmখটখটী benসিঁড়ি gujસીડી hinसीढ़ी kanಮೆಟ್ಟಿಲು kasہیر kokमाळी marजिना mniꯊꯥꯛ sanसोपानमार्गः urdسیڑھی , زینہ , نردبان Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP