ଯାହା ଲମ୍ବା କିନ୍ତୁ ମୋଟା ବା ଚଉଡ଼ା ନୁହେଁ
Ex. ପାଞ୍ଚ ଇଞ୍ଚର ଏକ ରେଖା ଟାଣ
HYPONYMY:
ଅକ୍ଷାଂଶ ରେଖା ଭୁଜ ବ୍ୟାସ ହାତରେଖା ବିଷୁବରେଖା ଲମ୍ବ ଲହରିମାଳା ଟାଙ୍କା ପାହି ରେଖା ଅଳଂବୁଷା କ୍ରିଜ
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
asmৰেখা
bdसिन
gujરેખા
hinरेखा
kanಗೆರೆ
kasرِکھ
kokरेशा
malവര
marरेघ
mniꯂꯩꯏ
nepरेखा
panਰੇਖਾ
tamகோடு
telరేఖ
urdلکیر , خط , لائن
ଯେଉଁ ବାସ୍ତବିକ ବା କାଳ୍ପନିକ ରେଖାର ଅସ୍ତିତ୍ୱ ସୀମା ନିର୍ଦ୍ଧାରଣଦ୍ୱାରା ନିର୍ଣ୍ଣୟ କରାଯାଇଥାଏ
Ex. ସେ ଗ୍ଲୋବରେ ବିଷୁବ ରେଖାର ସ୍ଥିତିକୁ ଦେଖୁଥିଲା
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benরেখা
kanರೇಖೆ
kasرِکھ , خَط
marरेखा
sanरेखा
tamகோடு
telరేఖ
urdلائن , خط