Dictionaries | References

ଦକ୍ଷିଣାୟନ

   
Script: Odia

ଦକ୍ଷିଣାୟନ

ori.wordnet.indo | Oriya  Oriya |   | 
 adjective  ଭୂମଧ୍ୟ ରେଖାଠାରୁ ଦକ୍ଷିଣ ଆଡକୁ ରହିଥିବା ରେଖା   Ex. ସଂକ୍ରାନ୍ତି ଦିନ ଦକ୍ଷିଣାୟନ ସୂର୍ଯ୍ୟ ଉତ୍ତରାୟଣରେ ପ୍ରବେଶ କରେ
ONTOLOGY:
संबंधसूचक (Relational)विशेषण (Adjective)
 noun  ସୂର୍ଯ୍ୟଙ୍କ କର୍କଟ ରେଖାରୁ ଦକ୍ଷିଣର ମକର ରେଖାକୁ ଗମନ କରିବା   Ex. ଦକ୍ଷିଣାୟନର ଆରମ୍ଭ ଆଷାଢ-ଶ୍ରାବଣ ମାସରୁ ହୁଏ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଛମାସର ଏହି ସମୟ ଯେଉଁଥିରେ ସୂର୍ଯ୍ୟ କର୍କଟ ରେଖାରୁ ଚାଲିକରି ବରାବର ଦକ୍ଷିଣକୁ ବଢିଚାଲନ୍ତି   Ex. ଦକ୍ଷିଣାୟନ ୨୧ ଜୁନରୁ ୨୨ ଡିସେମ୍ବର ପର୍ଯ୍ୟନ୍ତ ହୋଇଥାଏ
ONTOLOGY:
अवधि (Period)समय (Time)अमूर्त (Abstract)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP