Dictionaries | References

ରେଖାଙ୍କନ

   
Script: Odia

ରେଖାଙ୍କନ

ori.wordnet.indo | Oriya  Oriya |   | 
 noun  ଚିତ୍ରର ରୂପରେଖ ତିଆରି କରିବାପାଇଁ ରେଖା ଅଙ୍କନ କରିବାର ପ୍ରକ୍ରିୟା   Ex. ପ୍ରଥମେ ଏହି ଚିତ୍ରର ରେଖାଙ୍କନ କରି ସେଥିରେ ରଙ୍ଗ ଦିଅ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ସୀମା ନିର୍ଦ୍ଧାରଣ କରିବାପାଇଁ ରେଖା ଟାଣିବାର ପ୍ରକ୍ରିୟା   Ex. ଶ୍ୟାମ ଖେଳପଡ଼ିଆରେ ରେଖାଙ୍କନ କରୁଛି
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
   see : ରେଖାଚିତ୍ର

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP