Dictionaries | References

ରହିଯିବା

   
Script: Odia

ରହିଯିବା

ori.wordnet.indo | Oriya  Oriya |   | 
 verb  କୌଣସି ସ୍ତ୍ରୀ କୌଣସି ପୁରୁଷ ପାଖରେ ଯାଇ ରହିବା   Ex. ଶୀଲା ମୋହନ ଘରେ ରହିଗଲାଣି
HYPERNYMY:
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 verb  କୌଣସି କାରଣରୁ କିଛି କାମ ନହେଇପାରିବା   Ex. ପରୀକ୍ଷାରେ ମୋର ଦୁଇଟି ପ୍ରଶ୍ନ ରହିଗଲା/ ଟ୍ରାଫିକରେ ଅଟକିଯିବା କାରଣରୁ ମୋର ଟ୍ରେନ ଛାଡ଼ି ଦେଲା
ONTOLOGY:
होना क्रिया (Verb of Occur)क्रिया (Verb)
 verb  ଚାଲୁଥିବା କୌଣସି କାମ ବନ୍ଦ ହୋଇଯିବା ବା ଅଟକି ଯିବା   Ex. ବିଜୁଳି ଚାଲିଯିବା କାରଣରୁ କିଛି କାମ ରହିଗଲା
ONTOLOGY:
होना क्रिया (Verb of Occur)क्रिया (Verb)
 verb  ସମ୍ପୂର୍ଣ୍ଣ ଆଦାୟ ନହେବା   Ex. ହଜାରରୁ ଶହେ ଟଙ୍କା ରହିଗଲା
HYPERNYMY:
ONTOLOGY:
अवस्थासूचक क्रिया (Verb of State)क्रिया (Verb)
   see : ରୋକିଯିବା, ଅଟକିଯିବା, ରହିବା, ରହିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP