noun ମାଇଲରେ ମପା ଯାଉଥିବା ଲମ୍ବ ବା ଦୂରତା
Ex.
ସେ ମାଇଲେଜକୁ କିଲୋମିଟରରେ ଜାଣିବାକୁ ଚାହୁଁଛି ONTOLOGY:
माप (Measurement) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benমাইলেজ
gujમાઇલેજ
hinमाइलेज
kanಮೈಲಿ ದೂರ
kasمایلیج
kokमायलेज
marमायलेज
panਮਾਇਲੇਜ
noun କୌଣସି ନିର୍ଦ୍ଦିଷ୍ଟ ସମୟରେ ମାଇଲରେ ସ୍ଥିର କରାଯାଇଥିବା ସମ୍ପୂର୍ଣ୍ଣ ଦୂରତା
Ex.
ପ୍ରତ୍ୟେକ ବ୍ୟକ୍ତିର ମାଇଲେଜ ଅଲଗା ଅଲଗା ହୋଇଥାଏ ONTOLOGY:
माप (Measurement) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
noun ଦିଆଯାଇଥିବା ଇନ୍ଧନ ମାତ୍ରାରେ କୌଣସି ମୋଟରଗାଡି ଦ୍ବାରା ମାଇଲରେ ସ୍ଥିର କରା ଯାଇଥିବା ଦୂରତା
Ex.
ଏହି କାରର ମାଇଲେଜ ପୁରୁଣା କାରର ମାଇଲେଜର ଦୁଇଗୁଣା ONTOLOGY:
माप (Measurement) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
noun କୌଣସି କାର୍ଯ୍ୟ,ଉପଯୋଗ ବା ସ୍ଥାୟିତ୍ବକୁ ମାଇଲରେ ସ୍ଥିରୀକୃତା ଦୂରତା ମାପ
Ex.
ଏହି ଟାୟାର ବହୁତ ଭଲ ମାଇଲେଜ ଦେବ ONTOLOGY:
माप (Measurement) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)